1 ଦିନେକ୍ ଜିସୁ ତାର୍ ସିସ୍ମନର୍ ସଙ୍ଗ୍ ଗରେ ଅନି ବାରଇ ସମ୍ଦୁର୍ କଣ୍ଡି ଗାଲା । ତେଇ ସେ ବସିକରି ସିକାଇବାର୍ ଦାର୍ଲା ।
ଜେ ସର୍ଗେ ରଇବା ମର୍ ବାବାର୍ ମନ୍ କଲା ଇସାବେ କାମ୍ କର୍ସି, ସେମନ୍ ଆକା ମର୍ ବାଇ, ବଇନି ଆରି ଆୟା ଅଇବାଇ ।”
ଜିସୁ ଲକ୍ ଗଅଲି ବିତ୍ରେଅନି ବାରଇ ଆସି ଜେଡେବେଲେ ଗର୍ ବିତ୍ରେ ପୁର୍ଲା, ସେଡ୍କି ବେଲେ ତାର୍ ସିସ୍ମନ୍ ଆସି ପାଚାର୍ଲାଇ, “ଆମ୍କେ ଜୁଡ୍ ଗାଁସର୍ ଅରତ୍ ବୁଜାଇ ଦିଆ ।”
ଜିସୁ ଗଟେକ୍ ଗରେ ଗାଲା ଆରି କାଣାମନ୍ ମିସା ତାର୍ ପଚ୍ ପଚ୍ ପୁର୍ଲାଇ । ପୁର୍ଲାକେ ଜିସୁ ସେମନ୍କେ ପାଚାର୍ଲା, “ମୁଇ ତମର୍ ଆଁକି ନିକ କରି ପାର୍ବି ବଲି ତମେ ବିସ୍ବାସ୍ କଲାସ୍ନି କି ?” ସେମନ୍ କଇଲାଇ “ଉଁ ମାପ୍ରୁ ।”
ସେ ଆରିତରେକ୍ ସମ୍ଦୁରର୍ କଣ୍ଡିବାଟେ ବାରଇଗାଲା । ବେସି ଲକ୍ମନ୍ ତାର୍ ଲଗେ ଆଇଲାକେ, ଜିସୁ ସେମନ୍କେ ସିକିଆ ଦେବାର୍ ଦାର୍ଲା ।