6 ମୁଇ ତମ୍କେ କଇଲିନି, ଆଜି ଏ ମନ୍ଦିର୍ଟାନେଅନି ମୁକିଅ ବିସଇ ଇତି ଆଚେ ।”
ତମେ କାଇ ପଡାସ୍ ନାଇ କି ? ମସାର୍ ନିୟମ୍ ଇସାବେ ସବୁ ବିସ୍ରାମ୍ବାରେ ପୁଜାରିମନ୍ ନିୟମ୍ ନ ମାନ୍ଲେ ମିସା, ସେଟାର୍ ପାଇ, ସେମନ୍ ଦସି ବଲି ବିଚାର୍ନା ନ ଅଅତ୍ ।
କାଇକେବଇଲେ ନର୍ରୁପ୍ ଦାରିରଇବାବେଲେ ମିସା କିରିସ୍ଟ ପୁରାପୁରୁନ୍ ପର୍ମେସର୍ ରଇଲା ।