ମାତିଉ 12:44 - ସତିଅର୍ ବାଟ୍ ନୁଆ ନିୟମ୍ 202044 ସେ ବେଲା ସେ କଇସି, “ମୁଇ ଜନ୍ ଲକର୍ତେଇଅନି ବାରଇ ଆଇଲି ଆଚି, ତେଇସେ ଆରିତରେକ୍ ଜିବି” ବଲି ବାଉଡି ଉଟିଜାଇସି । ସେଡିକି ବେଲେ ସେ ଆସିକରି ବିତ୍ରେ ସପାସୁତର୍ ଅଇ ପରିଚଲ୍ ରଇବାଟା ଦେକ୍ଲେ, ସେ ଜାଇ ତାର୍ତେଇଅନି ଅଦିକ୍ କାରାପ୍ ରଇବା ସାତ୍ଟା ଆତ୍ମାମନ୍କେ ଡାକିଆନ୍ସି । အခန်းကိုကြည့်ပါ။ |