ମାତିଉ 12:41 - ସତିଅର୍ ବାଟ୍ ନୁଆ ନିୟମ୍ 202041 ଜନ୍ ଦିନେ ପର୍ମେସର୍ ଲକ୍ମନର୍ ବିଚାର୍ କର୍ସି, ସେ ଦିନେ ନିନିବିର୍ ଲକ୍ମନ୍ ତମର୍ ବିରୁଦେ ଦାବି କର୍ବାକେ ଟିଆ ଅଇବାଇ । କାଇକେ ବଇଲେ ସେମନ୍ ଜୁନସର୍ କାତା ସୁନି ପାପ୍ ବାଟେଅନି ବାଅଡ୍ଲାଇ । ମୁଇ ତମ୍କେ କଇଲିନି, ଜୁନସର୍ ଟାନେଅନି ବଡ୍ ଲକ୍ ଇତି ଆଚେ । အခန်းကိုကြည့်ပါ။ |
ନଅର୍ ବିସଇ ବାବିଦେକା । ତାର୍ ବିସ୍ବାସର୍ ଲାଗି ପଚ୍କେ ଅଇବା ବିସଇ ପର୍ମେସର୍ ତାକେ ଜାଗ୍ରତ୍ କରାଇଲାକେ, ସେ କାତା, ସେ ଏଲାକରେ ନାଇ । ତାର୍ ଆଗ୍ତୁ ସେ ସେନ୍ତାରିଟା କାଇଟା ନ ଦେକିରଇଲେ ମିସା, ସେ ବିସ୍ବାସ୍ କଲା । ତାର୍ପଚେ ସେ ଆରି ତାର୍ କୁଟୁମ୍ ରକିଆ ପାଇବାକେ ଗଟେକ୍ ବଡ୍ ଡଙ୍ଗା ତିଆର୍ କଲା । ତାର୍ ବିସ୍ବାସର୍ ଲାଗି ପର୍ମେସର୍ ତାକେ ଦରମ୍ ଲକ୍ ବଲି ଏଜ୍ଲା, ମାତର୍ ବିନ୍ଲକ୍ମନ୍କେ ଦସି କଲା ।