4 ସେଦିନେ ସେମନ୍ ମନ୍ଦିର୍ ବିତ୍ରେ ପୁରି, ମାପ୍ରୁର୍ପାଇ ସର୍ପି ଅଇରଇବା ରୁଟି କାଇଲାଇ । ନିୟମ୍ ଇସାବେ ପୁଜାରିକେ ଚାଡି, ସେ ରୁଟି କେ ମିସା କାଇବାର୍ ଅଦିକାର୍ ନ ରଇଲା ।
ଜିସୁ ସେମନ୍କେ କଇଲା, “ଦିନେକ୍ ଦାଉଦ୍ ଆରି ତାର୍ ସଙ୍ଗ୍ ରଇଲା ଲକ୍ମନ୍ ବୁକେ ରଇଲା ବେଲେ, ଦାଉଦ୍ କାଇଟା କରି ରଇଲା, ତମେ ସାସ୍ତରେ ପଡାସ୍ ନାଇ କି ?
ତମେ କାଇ ପଡାସ୍ ନାଇ କି ? ମସାର୍ ନିୟମ୍ ଇସାବେ ସବୁ ବିସ୍ରାମ୍ବାରେ ପୁଜାରିମନ୍ ନିୟମ୍ ନ ମାନ୍ଲେ ମିସା, ସେଟାର୍ ପାଇ, ସେମନ୍ ଦସି ବଲି ବିଚାର୍ନା ନ ଅଅତ୍ ।
ବଡ୍ ପୁଜାରି ଅବିୟାତର୍ ବେଲେ ସେ କେନ୍ତି ପର୍ମେସରର୍ ମନ୍ଦିରେ ପୁରିକରି ମାପ୍ରୁକେ ସର୍ପିଦେଲା ଜନ୍ ଦର୍ସନି ରୁଟି, ପୁଜାରିମନ୍କେ ଚାଡିଦେଲେ ଆରି କେ ମିସା କାଇବାର୍ ବିଦି ନଏଁ, ସେଟା ସେ କାଇଲା, ଆରି ସେ ରୁଟି ନିଜର୍ ସଙ୍ଗର୍ ଲକ୍ମନ୍କେ ମିସା ବାଟାକରି ଦେଇରଇଲା ।”
ସୁନା, ଦାଉଦ୍ ପର୍ମେସରର୍ ଗରେ ପୁରି, ପର୍ମେସର୍କେ ସର୍ପି ଅଇରଇଲା ଜନ୍ ରୁଟି, ପୁଜାରିମନ୍କେ ଚାଡି ଆରି କେ ମିସା କାଇବାର୍ ବିଦି ନ ରଇଲା, ସେଟା ନେଇକରି କାଇଲା ଆରି ତାର୍ ସଙ୍ଗର୍ ଲକ୍ମନ୍କେ ମିସା ଦେଇରଇଲା ।”
ଏ ତୁମ୍ଟାନେ ଦୁଇଟା ଜାଗା ରଇଲା । ପର୍ତୁମ୍ ଜାଗାକେ ସୁକଲ୍ ଜାଗା ବଲି ନାଉଁ ରଇଲା । ସେ ବିତ୍ରେ ବତିସଙ୍ଗଇବା କୁଦ୍ରା ଆରି ପର୍ମେସର୍କେ ସର୍ପିଦେବାକେ ରୁଟି ସଙ୍ଗଇବା ଗଟେକ୍ ଟେବୁଲ୍ ରଇଲା ।