ମାତିଉ 12:34 - ସତିଅର୍ ବାଟ୍ ନୁଆ ନିୟମ୍ 202034 ଏ ସାଁପ୍ ପାରା କାରାପ୍ ଲକ୍ମନ୍ ! ତମେ କାରାପ୍ ଅଇ ନିମାନ୍ କାତା କଇପାରାସ୍ କି ? ମନେ ଚିନ୍ତାକଲାଟା ଟଣ୍ଡ୍ବାଟେ ବାରଇସି । အခန်းကိုကြည့်ပါ။ |
ସଇତାନ୍ ଅଇଲାନି ତମର୍ ବାବା । ଆରି ତମେ ସେ କର୍ବା କାରାପ୍ କାମ୍ମନ୍ କର୍ବାକେ ମନ୍ କଲାସ୍ନି । ସେ ଆଗ୍ତୁଅନି ଲକ୍ମନ୍କେ ନସ୍ଟ କଲାନି, ଆରି ସେ ସତ୍ ବିସଇ ଗିନ୍ କଲାନି । ତାର୍ତେଇ ସତ୍ ବିସଇ ନାଇ । ଜେଡେବେଲା ସେ ମିଚ୍ କଇଲାନି, ସେବେଲା ସେ ନିଜର୍ ଗୁନ୍ ଚଲନ୍ଅନି ସେନ୍ତି କଇଲାନି । କାଇକେ ବଇଲେ ସେ ମିଚ୍ କଇବା ଲକ୍, ଆରି ମିଚ୍ କଇବା ଲକ୍ମନର୍ ବାବା ।