23 ଜିସୁର୍ ଏ କାମ୍ ଦେକି ସବୁ ଲକ୍ କାବା ଅଇଜାଇ ପାଚାର୍ ଉଚାର୍ ଅଇଲାଇ, “ଏ କାଇ ସେ ଦାଉଦର୍ ପଅ କି ?”
ଆରି ଦେକା, ତେଇ ବାସାକରି ରଇଲା ଗଟେକ୍ କିଣାନିୟ ମାଇଜି ଜିସୁର୍ ଲଗେ ଆସି କଇଲା, “ଏ ଦାଉଦ୍ କୁଟୁମର୍ ମାପ୍ରୁ, ମକେ ଦୟାକରା । ମର୍ ଟକିକେ ଡୁମା ଦାର୍ଲା ଆଚେ ଆରି ସେ ବଡେ କସ୍ଟ ପାଇଲାନି ।”
ଜିସୁର୍ ଆଗ୍ତୁବାଟେ ଆରି ପଚ୍ବାଟେ ଜାଇତେ ରଇଲା ଲକ୍ମନ୍ ଆକ୍ମାରି କରି କଇଲାଇ, “ଦାଉଦର୍ ପଅକେ ଡାକ୍ପୁଟା କରା, ଜେ ମାପ୍ରୁର୍ ନାଉଁ ଦାରି ଆଇଲାନି ତାକେ ପର୍ମେସର୍ ଆସିର୍ବାଦ୍ କର । ପର୍ମେସରର୍ ଡାକ୍ପୁଟା କରା ।”
ସାରାସାରି ଜାକ ଜିସୁ ସିକିଆ ଦେବାଟାନେ ଏ ସବୁ କାତା ସୁନିକରି ଲକ୍ମନ୍ କାବା ଅଇଗାଲାଇ ।
ଜିସୁ ସେ ଜାଗାଇଅନି ବାରଇ ଜିବାବେଲେ ଦୁଇଟା କାଣା, ତାର୍ ପଚେ ପଚେ ଇଣ୍ଡି ଆଇଲାଇ । ସେମନ୍ ଆଉଲି ଅଇକରି କଇବାର୍ ଦାର୍ଲାଇ । “ଏ ଦାଉଦ୍ ରାଜାର୍ ପଅ ! ଆମ୍କେ ଦୟା କରା ।”
ଜିସୁ ଡୁମାକେ ସେ ଲକର୍ତେଇଅନି କେଦ୍ଲା ପଚେ ସେ କାତାଅଇବାର୍ ଦାର୍ଲା । ଆରି ତେଇ ରଇଲା ଲକ୍ମନ୍ କାବାଅଇଜାଇ କଇଲାଇ । “ଇସ୍ରାଏଲ୍ ଦେସେ ଏନ୍ତାରି ଗଟ୍ନା ଆମେ କେବେ ଦେକି ନ ରଇଲୁ ।”
“ଆସା ଗଟେକ୍ ଲକ୍କେ ଦେକ୍ସା । ଆଗେ ମୁଇ ଜାଇଜାଇଟା କରିରଇଲି, ସେ ସବୁ କାତା ସେ ମକେ କଇଦେଲା । ସେ ପର୍ମେସର୍ ବାଚି ପାଟାଇଲା ରାଜା ମସିଅ ଅଇଲେ ଅଇରଇସି କାଇକି ।”