11 ଜିସୁ କଇଲା, “ଜଦି ବିସ୍ରାମ୍ବାରେ ତମର୍ ବିତ୍ରେ କାର୍ଆଲେ ମେଣ୍ଡା ଗଟେକ୍ ଡେଙ୍ଗ୍ କାଲେ ଅଦର୍ଲେ, ତମେ ତାକେ ଜିକି ନ ଆନାସ୍ କି ?
ତାର୍ କେତେ ଦିନ୍ ପଚେ ଜିସୁ ଗଟେକ୍ ବିସ୍ରାମ୍ବାରେ ତାସ୍ପଦାର୍ ବାଟେ ଜାଇତେରଇଲା । ଜିବାବେଲେ ତାର୍ ସିସ୍ମନ୍କେ ବୁକ୍ ଲାଗ୍ଲାଜେ କେଡ୍ ଚିଡାଇ କାଇବାର୍ ଦାର୍ଲାଇ ।
ତାର୍ ପଚେ ଜିସୁ ସେମନ୍କେ ପାଚାର୍ଲା, “ ବିସ୍ରାମ୍ବାରେ ତମର୍ ବିତ୍ରେଅନି ଗଟେକ୍ କାର୍ଆଲେ ନିଜର୍ ପିଲା ନଇଲେ ଗଟେକ୍ ଗରୁ କୁଇସାଲେ ଅଦ୍ରି ରଇଲେ ତାକେ ଦାପ୍ରେ ଜିକି ନ ଆନାସ୍ କି ?”