ମାତିଉ 12:10 - ସତିଅର୍ ବାଟ୍ ନୁଆ ନିୟମ୍ 202010 ତେଇ ଆତ୍ ସୁକିଜାଇରଇଲା ଗଟେକ୍ ଲକ୍ ରଇଲା । ଜିସୁର୍ ଦସ୍ ଦାର୍ବାକେ ପାରୁସିମନ୍ ଗଟେକ୍ ଦଲଅଇ ତେଇ ଜାଗି ରଇଲାଇ । ସେଟାର୍ପାଇ ସେମନ୍ ଜିସୁକେ ପାଚାର୍ଲାଇ, “ବିସ୍ରାମ୍ବାରେ ନିମାନ୍ କର୍ବାଟା ଆମର୍ ନିୟମର୍ ବିରଦ୍ ନଏଁ କି ?” အခန်းကိုကြည့်ပါ။ |
ଜିସୁ ବିସ୍ରାମ୍ଦିନେ ସେ ମାଇଜିକେ ନିକ କଲାଟା ଦେକି ଜିଉଦିମନର୍ ପାର୍ତନା ଗରର୍ ମୁକିଆ ବେସି ରିସା ଅଇଗାଲାଇ । କାଇକେ ବଇଲେ ଲକ୍ମନ୍କେ ନିକ କର୍ବାଟା ଗଟେକ୍ କାମ୍ ବଲି ଜିଉଦି ଲକ୍ମନ୍ ବାବ୍ତେ ରଇଲାଇ । ସେଟାର୍ ପାଇ ପାର୍ତନା ଗରର୍ ମୁକିଅ କଇଲା, “ଗଟେକ୍ ଆଟେ କାମ୍ କର୍ବାକେ ଚଅ ଦିନ୍ ଆଚେ, ସେ ଦିନ୍ ମନ୍କେ ତମେ ନିକ ଅଇବାକେ ଆସା । ମାତର୍ ବିସ୍ରାମ୍ବାରେ ନିକ ଅଇବାକେ କେବେ ମିସା ଆସାନାଇ ।”