9 ମକେ କୁଆ, କାଇଟା ଦେକ୍ବାକେ ଜାଇ ରଇଲାସ୍ ? ଗଟେକ୍ ବବିସତ୍ବକ୍ତାକେ ଦେକ୍ବୁ ବଲିକରି କି ? ସେଟା ତ ସତ୍, ମାତର୍ ଅବ୍କା ବବିସତ୍ବକ୍ତା ଟାନେଅନି ଗଟେକ୍ ଅଦିକ୍ ବଡ୍ ଲକ୍କେ ବେଟ୍ପାଇଆଚାସ୍ ।
କାକେ ଦେକ୍ବାକେ ଜାଇ ରଇଲାସ୍ ? କାଇ ସୁନ୍ଦର୍ ବସ୍ତର୍ ପିନ୍ଦିରଇବା ଲକ୍କେ ଦେକ୍ବୁ ବଲି ଜାଇ ରଇଲାସ୍ କି ? ସେନ୍ତି ବସ୍ତର୍ ପିନ୍ଦ୍ବା ଲକ୍ ରାଜାର୍ ଗରେ ରଇବାଇ ।
ସେଟାର୍ପାଇ ଏରଦ୍ ଜଅନ୍କେ ମରାଇବାକେ ଜଜ୍ନା କର୍ତେରଇଲା, ମାତର୍ ସେ ଜିଉଦି ଲକ୍ମନ୍କେ ଡର୍ତେରଇଲା । କାଇକେବଇଲେ ଜିଉଦି ଲକ୍ମନ୍ ଜଅନ୍ ଗଟେକ୍ ବବିସତ୍ବକ୍ତା ବଲି ମାନ୍ତେରଇଲାଇ ।
ଏ ମର୍ ନୁନା, ତୁଇ ସବୁର୍ ଉପ୍ରେ ରଇବା ପର୍ମେସରର୍ ଗଟେକ୍ ବବିସତ୍ବକ୍ତା ବଲି ଡାକ୍ପୁଟା ଅଇସୁ । ତୁଇ ସେ ପାଟାଇରଇବା ଗଟେକ୍ ଦୁତ୍ପାରା, ତାର୍ପାଇ ବାଟ୍ ତିଆର୍ କର୍ସୁ ।
ମାତର୍ ଆମେ ଲକ୍ମନର୍ତେଇଅନି ବଲି କଇଲେ ସବୁ ଲକ୍ ଆମ୍କେ ପାକ୍ନା ମାର୍ବାଇ । କାଇକେ ବଇଲେ, ଜଅନ୍ ସତଇସେ ପର୍ମେସରର୍ତେଇ ଅନି ଆଇଲା ବବିସତ୍ବକ୍ତା ବଲି ଆମର୍ ଜିଉଦି ଲକ୍ମନ୍ ବିସ୍ବାସ୍ କଲାଇନି ।