ମାତିଉ 11:6 - ସତିଅର୍ ବାଟ୍ ନୁଆ ନିୟମ୍ 20206 ଜେ ମର୍ ବିସଇ ନେଇକରି, ‘ସେ କି ନଏଁ ଆଲେ’ ବଲି ନ ବାବେ, ସେ କେଡେ ନିକ କରମର୍ ଲକ୍ । ଜେ ମକେ ନାମ୍ସି ଆରି ମକେ ସବୁ ବେଲା ବିସ୍ବାସ୍ କର୍ସି ତାକେ ପର୍ମେସର୍ ଆସିର୍ବାଦ୍ କର୍ସି ।” ବଲି କଇଲା । အခန်းကိုကြည့်ပါ။ |
ମାତର୍ ଏ ବାଇବଇନିମନ୍, ମୁଇ ଆଜିକେଜାକ ଜିଉଦି ନ ଅଇଲା ଲକ୍ମନ୍ ବିସ୍ବାସ୍ କଲେ ମିସା, ସୁନତ୍ କର୍ବାର୍ ଆଚେ ଆକା ବଲି ସିକାଇଲିନି ପନି । ମୁଇ ଏନ୍ତାରି ସିକାଇଲିନି ବଲି, କେତେକ୍ ଲକ୍ମନ୍ କଇବୁଲ୍ଲାଇନି । ସେନ୍ତାର୍ଆଲେ ମୁଇ ଏବେ ମିସା କାଇକେ ନିନ୍ଦା ପାଇଲିନି ? ତେବେ ମୁଇ କିରିସ୍ଟର୍ କୁରୁସ୍ ବିସଇ ଜାନାଇବାଟା ସୁନିକରି ଜିଉଦିଲକ୍ମନ୍ ରିସା ନ ଅଇତାଇ ।