4 ଜିସୁ ସେମନ୍କେ କଇଲା, “ତମେ ବାଉଡି ଜାଇ ଜନ୍ଟା ସବୁ ଦେକ୍ଲାସ୍ ଆରି ସୁନ୍ଲାସ୍, ଜଅନ୍କେ କଇଦିଆସ୍ ।
ସେମନ୍ ଜାଇ ଜିସୁକେ ପାଚାର୍ଲାଇ, “ଜନ୍ ଲକ୍ ଆଇସି ବଲି ଜଅନ୍ କଇରଇଲା, ସେ ଲକ୍ ତମେ କି ? ନଇଲେ, ଆମେ ଆରି ବିନ୍ ଲକ୍କେ ଜାଗ୍ବୁ କି ?”
କାଣାମନ୍ ଦେକିପାର୍ଲାଇନି, ଚଟାମନ୍ ଇଣ୍ଡ୍ଲାଇନି, ବଡ୍ ରଗିମନ୍ ନିମାନ୍ ଅଇଲାଇନି, ବଇରାମନ୍ ସୁନ୍ଲାଇନି, ମଲା ଲକ୍ମନ୍ ଜିବନ୍ ଅଇଲାଇନି ଆରି ଗରିବ୍ ଲକ୍ମନର୍ ଲଗେ ନିମାନ୍ କବର୍ କେଟ୍ଲାନି ।
ବେସି ଲକ୍ମନ୍ ତାର୍ ଲଗେ ରୁଣ୍ଡ୍ଲାଇ । ସେମନର୍ ବିତ୍ରେ ଚଟା, କାଣା, ଆତ୍ଗଡ୍ ସୁକିଗାଲାଟା ଆରି ବେସି ଜରର୍ ଲକ୍ମନ୍କେ ଆନି, ଜିସୁର୍ ପାଦ୍ ତଲେ ଡୁଲାଇଲାଇ । ଆରି ସେ ସେମନ୍କେ ନିକ କଲା ।
ଜିସୁ ମନ୍ଦିରେ ରଇଲାବେଲେ କାଣାମନ୍ ଆରି ମେଟାମନ୍ ତାର୍ ଲଗେ ଆଇଲାଇ ଆରି ସେ ସେମନ୍କେ ନିକ କଲା ।
ତେଇ ଜିସୁ ଆତ୍ ଲାମାଇ ତାକେ ଚିଇ କଇଲା, “ମୁଇ ମନ୍ କଲିନି, ସୁକଲ୍ ଅ ।” ଜିସୁ ଏତ୍କି କଇଲା ଦାପ୍ରେ ସେ ଲକ୍ ବଡ୍ ରଗେଅନି ନିକ ଅଇଲା ।
ମୁଇ ବାବାର୍ତେଇ ଆଚି ଆରି ବାବା ମର୍ଟାନେ ଆଚେ ବଲି ମୁଇ କଇବା ଏ କାତା ବିସ୍ବାସ୍ କରା । ନଇଲେ ମୁଇ କର୍ବା କାମ୍ ଦେକି ବିସ୍ବାସ୍ କରା ।
ମାତର୍ ମର୍ଲଗେ, ଜଅନର୍ ତେଇଅନି ଅଦିକ୍ ବପୁର୍ ଗଟେକ୍ ସାକି ଆଚେ । ପର୍ମେସରର୍ ଆଦେସ୍ ଇସାବେ ମୁଇ ଜନ୍ ସବୁ କାମ୍ କଲିନି, ସେଟା ସବୁ ମର୍ ପାଇ ନିକ ସାକି । ସେ ସବୁ କଇଲାନିଜେ, ମକେ ପର୍ମେସର୍ ପାଟାଇଲା ଆଚେ ବଲି ।