ମାତିଉ 11:20 - ସତିଅର୍ ବାଟ୍ ନୁଆ ନିୟମ୍ 202020 ଜନ୍ ଗଡ୍ମନ୍କେ ଜିସୁ ତାର୍ ବେସି କାବାଅଇଜିବା କାମ୍ମନ୍ କରିରଇଲା, ସେ ଗଡର୍ ଲକ୍ମନ୍ ନିଜେ କରିରଇବା ପାପ୍ଲାଗି ମନ୍ ନ ବାଦ୍ଲାଇଲାଟା ଦେକି, ଜିସୁ ସେ ଗଡର୍ ଲକ୍ମନ୍କେ ନିନ୍ଦା କରି କଇଲା, အခန်းကိုကြည့်ပါ။ |
ମୁଇ ଚିନ୍ତାଇ ଆଚି ଜେ, ମୁଇ ଆରିତରେକ୍ ଆଇଲାବେଲେ, ତମର୍ ମୁଆଟେ ମକେ ପର୍ମେସର୍ ଲାଜ୍ କରାଇସି । ଆରି ମୁଇ ବେସି ଦୁକ୍ ଅଇବି । କାଇକେବଇଲେ, ଆଗେ ଜେତ୍କି ଲକ୍ ପାପ୍ କରି ଆଚତ୍ ବଲି ମୁଇ ଜାନିଆଚି । ସେମନ୍ ଏବ୍କେ ଜାକ ତାକର୍ କାରାପ୍ ଚଲାଚଲ୍ତିର୍ ଲାଗି ମାନି ଅଅତ୍ ନାଇ । ଜନ୍ଟାକି ନିଜର୍ କାରାପ୍ ମନ୍ କଲା ଇସାବେ ବଁଚ୍ବାଟା ଆରି ବେସିଆ କାମ୍ କର୍ବାଟା ।