10 କାଇକେ ବଇଲେ ଏ ଜଅନର୍ ବିସଇ ସାସ୍ତରେ ଲେକାଅଇଲା ଆଚେ । ପର୍ମେସର୍ କଇଲା, “ତମର୍ ପାଇ ବାଟ୍ ତିଆର୍ କର୍ବାକେ ମୁଇ ପର୍ତୁମ୍ ମର୍ ଦୁତ୍କେ ପାଟାଇବି ।”
ମୁଇ ତମ୍କେ ସତ୍ କଇଲିନି, ଏ ଦୁନିଆଇ ପୁର୍ବେ ଅନି ଆଜିକେ ଜାକ ଜେତେକ୍ ଲକ୍ ସବୁ ଜନମ୍ ଅଇଲାଇଆଚତ୍, ସବୁ ଲକ୍ମନର୍ ବିତ୍ରେଅନି ଡୁବନ୍ ଦେଉ ଜଅନ୍ ବଡ୍ । ମାତର୍ ସରଗ୍ ରାଇଜେ ଜେ ସବୁର୍ଟାନେଅନି ସାନ୍, ସେ ଜଅନର୍ତେଇ ଅନି ବଡ୍ ।
ସେମନ୍ ଜାଇ ଜିସୁକେ ପାଚାର୍ଲାଇ, “ଜନ୍ ଲକ୍ ଆଇସି ବଲି ଜଅନ୍ କଇରଇଲା, ସେ ଲକ୍ ତମେ କି ? ନଇଲେ, ଆମେ ଆରି ବିନ୍ ଲକ୍କେ ଜାଗ୍ବୁ କି ?”
ଜିସାଇୟ ବବିସତ୍ବକ୍ତା ଜନ୍ ଲକର୍ ବିସଇନେଇ ଏ ବାକିଅ କଇରଇଲା, ଜଅନ ସେ, ସେ ଲକ୍ । ମରୁବାଲି ବୁଏଁ ଗଟେକ୍ ଲକ୍ ଆକ୍ମାରି କଇଲାନି, “ମାପ୍ରୁର୍ ବାଟ୍ ତିଆର୍ କରା, ସେ ଆଇବାକେ ଗଟେକ୍ ସଲକ୍ ବାଟ୍ କରା ।”
ଏଟା ଏନ୍ତାରି ଆରାମ୍ ଅଇଲା । ଜିସାୟ ବବିସତ୍ବକ୍ତାର୍ ସାସ୍ତରେ ଜେନ୍ତାର୍ ଲେକାଅଇଲା ଆଚେ, ପର୍ମେସର୍ କଇଲା, ଦେକା ମୁଇ ମର୍ କବର୍ ଜାନାଉକେ ତମର୍ ଆଗେ ପାଟାଇଲିନି, ସେ ତମର୍ ବାଟ୍ ତିଆର୍ କର୍ସି ।
ଏ ମର୍ ନୁନା, ତୁଇ ସବୁର୍ ଉପ୍ରେ ରଇବା ପର୍ମେସରର୍ ଗଟେକ୍ ବବିସତ୍ବକ୍ତା ବଲି ଡାକ୍ପୁଟା ଅଇସୁ । ତୁଇ ସେ ପାଟାଇରଇବା ଗଟେକ୍ ଦୁତ୍ପାରା, ତାର୍ପାଇ ବାଟ୍ ତିଆର୍ କର୍ସୁ ।
ଜିସାୟ ବବିସତ୍ବକ୍ତା ଜେନ୍ତି କଇରଇଲା, ଜଅନ୍ ସେମନ୍କେ ସେନ୍ତି କଇଲା । “ମୁଇ ମରୁବାଲି ବୁଏଁ ଆକ୍ମାରି ବୁଲ୍ବା ଗଟେକ୍ ସବଦ୍ ମାପ୍ରୁ ଜିବାକେ ଗଟେକ୍ ସଲକ୍ ବାଟ୍ ତିଆର୍ କରା !”