ମାତିଉ 10:8 - ସତିଅର୍ ବାଟ୍ ନୁଆ ନିୟମ୍ 20208 ଜରର୍ ଲକ୍ମନ୍କେ ନିମାନ୍ କରା, ମଲା ଲକ୍ମନ୍କେ ଉଟାଆ, ବଡ୍ ରଗିମନ୍କେ ନିମାନ୍ କରା, ଡୁମାମନ୍କେ କେଦିଦିଆସ୍ । ଏ ସବୁ ସରଗର୍ ମାପ୍ରୁର୍ ତେଇଅନି ତିନ୍ପଲିଆରେ ମିଲାଇ ଆଚାସ୍ । ସେନ୍ତି ବିନ୍ ଲକ୍ମନ୍କେ କାଇଟା ନ ମାଙ୍ଗ୍ତେ ଦିଆସ୍ । အခန်းကိုကြည့်ပါ။ |