36 ନିଜର୍ ଗରର୍ ଲକ୍ମନ୍ସେ ନିଜର୍ ସତ୍ରୁ ଅଇବାଇ ।”
ଲକ୍ମନ୍ ନିଜର୍ ବାଇକେ ମରନର୍ ଡଣ୍ଡ୍ ବଗ୍ବାକେ ଦାରାଇଦେବାଇ । ବାବା ମିସା ନିଜର୍ ପିଲାମନ୍କେ ସେନ୍ତାରି କର୍ସି । ପିଲା ଟକିମନ୍ ବାବାମାଆର୍ ବିରଦେ ଉଟି ସେମନ୍କେ ମରାଇବାଇ ।
ପିତର୍ ତାକେ ମନାକରି କଇଲା, “ନିଚୁ, ତମେ ମର୍ ପାଦ୍ ଦୁଆନାଇ ।” ଜିସୁ ତାକେ କଇଲା, “ମୁଇ ଜଦି ତର୍ ପାଦ୍ ନ ଦଇଲେ, କେବେ ମିସା ମର୍ ସିସ୍ ଅଇ ନାପାରୁସ୍ ।”