29 ଡାବୁଦେଇ ଦୁଇଟା ଚେଟିଆ ଚଡଇ ଗେନିପାରାସ୍, ମାତର୍ ତମର୍ ବାବା ପର୍ମେସର୍ ନାଜାନ୍ତେ ସେ ଚଡଇମନର୍ତେଇଅନି ଗଟେକ୍ ମିସା ନ ମରତ୍ ।
ମୁଇ ତମ୍କେ ସତ୍ କଇଲିନି, ତମର୍ ଉପ୍ରେ ଟିକ୍ ଅଇଲା ଜରିମନାର୍ ସାରାସାରି ଅଣା ମିସା ନ ଦେବା ଜାକ, ତେଇଅନି କୁଲାସ୍ ନ ଉଆସ୍ ।
ଚଡଇମନ୍କେ ଦେକା, ସେମନ୍ ନ ବୁନତ୍ କି ନ କାଟତ୍, କି କଲ୍କିତେଇ ନ ସଙ୍ଗଅତ୍, ଅଇଲେ ମିସା ସରଗର୍ ବାବା ସେମନ୍କେ କାଇବାପାଇ ଜାଗାଇଲାନି । ତମେ କାଇ ସେମନର୍ତେଇଅନି ମୁକିଅ ନୁଆସ୍ କି ?
ସାରାସାରି ଗଟେକ୍ ଗରିବ୍ ରାଣ୍ଡି ମାଇଜି ଦାନ୍ ଦେବା ପେଡିଲଗେ ଆସିକରି ଦୁଇଟା ସାନ୍ ତାମା କାସୁ ପୁରାଇଦେଲା । ସେ ଦୁଇଟା ଡାବୁର୍ ଦାମ୍ ଗଟେକ୍ ଟାଙ୍ଗାଇ ଅନି ମିସା ଉନା ।