13 ସେମନ୍ ଜଦି ତମ୍କେ ଗତିଆ କରି ଡାକ୍ବାଇ, ତମେ କଇଲା ସାନ୍ତିର୍ କାତା ପୁରୁନ୍ ଅଇସି । ମାତର୍ ସେମନ୍ ଜଦି ତମ୍କେ ଗତିଆ କରି ନ ଡାକତ୍ ବଇଲେ, ତମେ କଇଲାଟା ତମର୍ ଲଗେ ବାଉଡି ଆଇସି ।
ଗରେ କେଟ୍ଲା ବେଲେ ତେଇ ରଇଲା ଲକ୍ମନ୍କେ ଜୁଆର୍ କରି କୁଆ, ‘ତମ୍କେ ସାନ୍ତି ମିଲ’ ।
ଜଦି କେ ମିସା ତମ୍କେ ନ ଡାକତ୍ କି ତମେ କଇଲା କାତା ନ ସୁନତ୍ ବଇଲେ, ‘ଏ ଜାଗା ଚାଡ୍ଲୁ’ ବଲି ଗଟେକ୍ ଚିନ୍ ପାରା ଦେକାଇବାକେ, ପାଦର୍ ଦୁଲି ପାପ୍ଡି, ସେ ଜାଗା ଚାଡି ଉଟିଜା ।
ଜଦି ସେ ଜାଗାଇ ଗଟେକ୍ ସାନ୍ତିର୍ ଲକ୍ ରଇସି, ସେନ୍ତାର୍ଆଲେ ତମର୍ ଆସିର୍ବାଦ୍ ତାକେ ମିଲ୍ସି ।
ଜନ୍ ବାଟର୍ ଲକ୍ମନ୍ ଆଜିଗାଲାଇନି, ସେମନର୍ପାଇ ସେଟା ଗନ୍ଦ୍ । ଆରି ସେଟା ମର୍ବା ବାଟେ ଡାକିନେଇସି । ମାତର୍ ଜନ୍ ବାଟର୍ ଲକ୍ ରକିଆ ପାଇଲାଇନି, ସେଟା ସେମନ୍କେ ସୁନ୍ଦର୍ ବାସ୍ନା । ଆରି ସେଟା ନ ସାର୍ବା ଜିବନ୍ତେଇ ଡାକିନେଇସି । ଏ ଆବଡ୍ କାମ୍ କେ ମିସା କରି ନାପାରତ୍ ।