10 ଆରି ବୁଲ୍ବା ବେଲେ ମୁନା ଦାରି ବୁଲାନାଇ । ଗଟେକ୍ ଉଚ୍କା ପିନ୍ଦ୍ବା ପଚିଆ, ପାଣ୍ଡଇ, ଡାଙ୍ଗ୍ ନିଆ ନାଇ । ପାଇଟି କରୁ ତାର୍ ବୁତି ପାଇସିସେ ।”
“ଗଟେକ୍ ଗଡେ କି ଗାଏଁ କେଟ୍ସା ବଇଲେ, ତେଇ କେ ତମ୍କେ ନିଜର୍ ଗରେ ଡାକ୍ସି, ସେ ଲକ୍କେ କଜା, ଆରି ବିନେ ଜିବା ଜାକ ତାକର୍ ଗରେସେ ରୁଆ ।
ଜିବାବେଲେ ଗଟେକ୍ ଡାଙ୍ଗ୍ ଚାଡି ବାଟ୍ କର୍ଚର୍ ପାଇ ରୁଟି କି ବେସ୍ନିଟାନେ ଡାବୁ ନ ନିଆ ବଲି ଆଦେସ୍ ଦେଲା ।
ଜଅନ୍ ସେମନ୍କେ କଇଲା “ଜାର୍ଟାନେ ଦୁଇଟା ପିନ୍ଦ୍ବା ଲୁଗା ଆଚେ, ଜାକେ ନାଇ, ତାକେ ସେ ଗଟେକ୍ ଦେଅ, ଆରି ଜାର୍ଟାନେ କାଦି ଆଚେ, ସେ ମିସା ସେନ୍ତାରି ବାଟା କରି ଦେଅ ।”
ସେମନ୍କେ କଇଲା, “ତମେ ଜିବାବେଲେ ଡାଙ୍ଗ୍ କି ମୁନା କି ରୁଟି, କି ଡାବୁ କାଇଟା ମିସା ନିଆନାଇ । ପିନ୍ଦ୍ଲାଟା ଚାଡିକରି ଆରି ଉଚ୍କା ନିଆନାଇ ।
ତୟସ୍ ନଅର୍ ଚାଡ୍ଲାବେଲେ କର୍ପର୍ ଗରେ ମୁଇ ମର୍ ଅଡ୍ବାଟା ଚାଡିଆଚି । ତୁଇ ଆଇବାବେଲେ ସେଟା ଦାରିଆଉ । ଆରି ମର୍ ବଇପତର୍ମନ୍ ଆରି ଲଡାକେ ଆଇବା କାଗଜ୍ପତର୍ ମିସା ଦାରିଆଉ । ମେଣ୍ଡାର୍ ଚାମ୍ ସଙ୍ଗ୍ ତିଆର୍ ଅଇଲାଟା ଚାଡ୍ବାର୍ ନାଇ ।