ମାତିଉ 1:23 - ସତିଅର୍ ବାଟ୍ ନୁଆ ନିୟମ୍ 202023 ଗଟେକ୍ ଦାଙ୍ଗ୍ଡି ଗାଗ୍ଡେ ଅଇ ପିଲା ଜନମ୍ କର୍ସି, ଆରି ସେ ପିଲା ଲକ୍ମନର୍ ଟାନେ ଇମାନୁଏଲ୍ ବଲି ନାମାଇ ଅଇସି, ଏ ନାଉଁର୍ ଅରତ୍ ଅଇଲାନି, ପର୍ମେସର୍ ଆମର୍ ସଙ୍ଗ୍ ଆଚେ । အခန်းကိုကြည့်ပါ။ |
ଆମର୍ ବିସ୍ବାସ୍ଟାନେ କେ ନାଜାନ୍ଲା ପାରା ବିସଇ ଲୁଚିକରି ଆଚେ । ସେନ୍ତାରି ନଏଁ ବଲି କେ କଇନାପାରତ୍ । “ ଜିସୁକିରିସ୍ଟ ନର୍ ରୁପ୍ ଦାରି ଆଇଲା । ସେ ନିଜେ ପର୍ମେସରର୍ ପଅ ବଲି ସୁକଲ୍ ଆତ୍ମା କାତାଦେଲା ଆଚେ । ଦୁତ୍ମନ୍ ତାକେ ଦେକ୍ଲାଇ । ତାର୍ ବିସଇର୍ ସତ୍ କବର୍ ଗୁଲାଇ ରାଇଜେ ଜାନାଇଲାଇ । ସବୁ ଜାଗାର୍ କେତେକ୍ କେତକ୍ ଲକ୍ମନ୍ ତାକେ ବିସ୍ବାସ୍ କଲାଇ । ପର୍ମେସର୍ ତାକେ ସର୍ଗେ ନେଲା ।”
ସେ ବିଚାର୍ନା ଜାଗାଇ ଜେତ୍କି ଜିଉଦି ନ ଅଇଲା ଲକ୍ମନ୍ ରୁଣ୍ଡିରଇଲାଇ, ସେମନ୍କେ ସବୁକେ ଜିସୁକିରିସ୍ଟର୍ ସୁବ୍କବର୍ ଜେନ୍ତାରିକି ମୁଇ ପୁରାପୁରୁନ୍ ବାବେ ଜାନାଇପାର୍ବି, ସେଟାର୍ପାଇ ମାପ୍ରୁ ମର୍ସଙ୍ଗ୍ ରଇକରି ମକେ ବପୁଦେଲାଆଚେ । ସେ ବିଚାର୍ନାର୍ ସାରାସାରି ମକେ କାଇବାକେ ଆସିରଇବା ଗଟେକ୍ ସିଅଁର୍ ଟାନେଅନି ରକିଆ କଲାପାରା ମାପ୍ରୁ ରକିଆ କଲା ।