ମାତିଉ 1:2 - ସତିଅର୍ ବାଟ୍ ନୁଆ ନିୟମ୍ 20202 ଅବ୍ରାଅମର୍ ପଅ ଇସାକ୍, ଇସାକର୍ ପଅ ଜାକୁବ୍, ଜାକୁବର୍ ପଅ ଜିଉଦା ଆରି ତାର୍ ବାଇମନ୍ । အခန်းကိုကြည့်ပါ။ |
ତାର୍ପଚେ ପର୍ମେସର୍ ଅବ୍ରାଆମର୍ ସଙ୍ଗ୍ କାତାଦେଇ ରଇବା ରାଜିନାମାର୍ ଚିନ୍ ଇସାବେ ସୁନତ୍ କର୍ବା ବିଦି ତିଆର୍ କଲା । ଇସାକ୍ ଜନମ୍ ଅଇ ଆଟ୍ଦିନ୍ ପଚେ ଅବ୍ରାଆମ୍ ତାକେ ସୁନତ୍ କଲା । ପଚେ ଇସାକ୍ ତାର୍ ପଅ ଜାକୁବ୍କେ ସେନ୍ତାରି କଲା । ସେନ୍ତାରିସେ ଜାକୁବ୍ ତାର୍ ବାର୍ଟା ପଅମନ୍କେ ସୁନତ୍ କଲା, ଜନ୍ ଲକ୍ମନ୍ କି ଆମର୍ ଡାକ୍ପୁଟା ସଙ୍ଗ୍ ରଇବା ଆନିଦାଦିମନ୍ ।