15 ମତ୍ତାନର୍ ପଅ ଜାକୁବ୍, ଜାକୁବର୍ ପଅ ଜସେପ୍ ।
ଅଜୁର୍ ପଅ ସାଦକ୍, ସାଦକର୍ ପଅ ଆକିମ୍, ଜାକିନର୍ ପଅ ଏଲିଉଦ୍, ଏଲିଉଦର୍ ପଅ ଏଲାଜାର୍, ଏଲାଜାରର୍ ପଅ ମତ୍ତାନ୍ ।
ଏ ଜସେପ୍ ମରିୟମ୍କେ ବିବା ଅଇରଇଲା । ମରିୟମର୍ ପେଟେଅନି ଜିସୁ ଜନମ୍ ଅଇରଇଲା । ଜିସୁ କିରିସ୍ଟକେ ମସିଅ ବଲି ମିସା ନାଉଁ ଆଚେ ।