62 ମାତର୍ ଜିସୁ ତାକେ କଇଲା, “ଜେ କସ୍ବାବେଲେ ନଙ୍ଗଲ୍ଦାରି ପଚେ ଦେକିଲାଗିରଇସି, ସେ ପର୍ମେସରର୍ ରାଇଜର୍ ସେବା କର୍ବାକେ ଅଦିକାର୍ ନ ପାଏ ।”
ନାଇ, ମର୍ ବାଇବଇନିମନ୍, ଏ ସବୁଜାକ କରିସାରାଇଆଚି ବଲି ମୁଇ କଇନାଇ । ମାତର୍ ଅଦିକ୍ ଗଟେକ୍ ମୁକିଅ ରଇବା ବିସଇ ମୁଇ କଲିନି, । ଜେତ୍କି ସବୁ ବିସଇ ଅଇସାର୍ଲା ଆଚେ, ସେଟା ସବୁ ପାସ୍ରି ଚାଡିଦେଇକରି କିରିସ୍ଟ ଜନ୍ ରକାମ୍ ମକେ ଅଇବାର୍ଆଚେ ବଲି ମନ୍ କଲାନି, ସେନ୍ତାରି ଅଇବାକେ ମୁଇ ଚେସ୍ଟା କଲିନି ।
କାଇକେବଇଲେ ଦିମା ଏବେ ମକେ ଚାଡିକରି ତେସଲନିକି ଗାଲାଆଚେ । ସେ ଏ ଜଗତର୍ ବିସଇ ଅଦିକ୍ ମନ୍ କଲାନି । କର୍ସିନ୍ ଗାଲାତିଆଇ ଗାଲା, ଆରି ତିତସ୍ ଦୁଲ୍ମତି ଗାଲା ।
ମର୍ ଜେତ୍କି ଦରମ୍ ଲକ୍ ଆଚତ୍, ସେମନ୍ ବିସ୍ବାସ୍ କରି ବଁଚ୍ବାଇ ମାତର୍ ଜେ ଜଦି ପଚ୍କେ ବାଅଡ୍ଲେ ମୁଇ ତାର୍ଟାନେ ସାର୍ଦା ନ ଅଇ ।