60 ମାତର୍ ଜିସୁ ତାକେ କଇଲା, “ମଲାଲକ୍ମନ୍ ମଲାଲକ୍ମନ୍କେ ଦନ୍ କର୍ବାକେ ଚାଡିଦିଆସ୍, ମାତର୍ ତମେ ଜାଇ ପର୍ମେସରର୍ ରାଇଜ୍ ଜାନାଆ ।”
ଜିସୁ ଗାଲିଲିର୍ ଗୁଲାଇବାଟେ ବୁଲି ବୁଲି ଜିଉଦିମନର୍ ସବୁ ପାର୍ତନା ଗର୍ମନ୍କେ ସିକିଆ ଦେଇ, ପର୍ମେସରର୍ ରାଇଜର୍ ବିସଇ ଜାନାଇଲା । ଆରି ବିନ୍ ବିନ୍ ରଗେ ରଇବା ଲକ୍ମନ୍କେ ସବୁ ରକାମର୍ ରଗ୍ ଆରି ସବୁ ଦୁକ୍ କସ୍ଟ, ନିମାନ୍ କଲା ।
ମାତର୍ ଜିସୁ ତାକେ କଇଲା, “ମରିଗାଲା ଲକ୍ମନ୍ ମଲା ଲକ୍ମନ୍କେ ତପତ୍, ତୁଇ ମର୍ ପଚେ ପଚେ ଆଉ ।”
କାଇକେ ବଇଲେ ମର୍ ପିଲା ମରିଜାଇରଇଲା, ଆରି ଏବେ ଜିବନ୍ ଅଇଲା ଆଚେ । ସେ ଆଜିଜାଇ ରଇଲା ଏବେ ମିଲ୍ଲା ଆଚେ ।” ସେଟାର୍ପାଇ ସେମନ୍ ବଜି କର୍ବାର୍ ବସ୍ଲାଇ ।
ମାତର୍ ତର୍ ବାଇ ମରିଜାଇରଇଲା । ଏବେ ସେ ଜିବନ୍ ଅଇଆଚେ ସେ ଆଜିଜାଇରଇଲା ମାତର୍ ଏବେ ମିଲ୍ଲା ଆଚେ । ସେଟାର୍ପାଇ ଆମେ ସାର୍ଦା କର୍ବାର୍ ରଇଲା ।”
ସୁବ୍କବର୍ ସୁନାଇଲିନି ବଲି ମର୍ ବଡ୍ପନ୍ ଅଇବା ଅଦିକାର୍ ନାଇ, କାଇକେବଇଲେ ଏଟା ମକେ ତିଆରିରଇବା କାମ୍ । ଜଦି ମୁଇ ସୁବ୍କବର୍ ନ ଜାନାଇଲେ ମକେ ବଡ୍ ଡଣ୍ଡ୍ ମିଲ୍ସି ।
ଆଗ୍ତୁ ତମର୍ ପାପର୍ ଲାଗି, ତମେ ଆତ୍ମାଇ ମରି ରଇଲାସ୍ ।
ସେଟାର୍ପାଇ ଆମ୍କେ କିରିସ୍ଟର୍ ସଙ୍ଗ୍ ଜିବନ୍ କଲାଆଚେ, ସେ ଜିବନ୍ ଦୁକାଇଲାକେ ତମେ ମୁକ୍ତି ପାଇ ଆଚାସ୍ ।
ମାତର୍ ଗଟେକ୍ ରାଣ୍ଡି ମାଇଜି ଅବ୍କା ନିଜେ କର୍ବା ବିସଇ ମନ୍କରି, ପର୍ମେସର୍ ତାକେ ଜନ୍ଟା କର ବଲି ମନ୍ କଲାନି, ସେଟା ନ କରିରଇଲେ, ସେ ବଁଚିରଇକରି ମିସା ମଲା ସମାନ୍ ଆଚେ ।
ସୁବ୍ କବର୍ ସବୁକେ ଜାନାଆ । ଲକ୍ମନ୍ ସେଟା ସୁନ୍ବାକେ ମନ୍ କଲାବେଲେ କି ନ ସୁନ୍ବା ବେଲେ ସେଟା ଜାନାଇବାକେ ଜାଗିର । ବୁଲ୍କରି କାରାପ୍ କାମ୍ କର୍ବା ଲକ୍ମନ୍କେ ସେଟା ଚାଡ୍ବାକେ ଡାଟ୍ ସଙ୍ଗ୍ କ । ଆସା ନ ଚାଡି ପର୍ମେସରର୍ ବାକିଅ ସିକାଇତେର । ସେମନ୍କେ ନିକ କାମ୍ କର୍ବାକେ ସାର୍ଦା କରାଆ ।
ମାତର୍ ତିମତି, ତୁଇ ନିଜେ ସବୁବେଲେ ଜାଗ୍ରତ୍ ଅଇ ର । ଦୁକ୍ କସ୍ଟ ଆଇଲେ ମୁର୍ଚିକରି ର । ସୁବ୍କବର୍ ଜାନାଇତେର । ତର୍ ଦାଇତେ ରଇବା ସବୁ କାମ୍ କର୍ତେରଇବାର୍ ।
ସାର୍ଦି ମଣ୍ଡଲିକେ ଦେକାରକା କର୍ବା ଦୁତ୍କେ ଲେକା । ଏ କବର୍ ମୁଇ ପାଟାଇଲିନି । ପର୍ମେସରର୍ ସାତ୍ଟା ଆତ୍ମା ଆରି ସାତ୍ଟା ତାରା ମର୍ଲଗେ ଆଚେ । ତମର୍ ଚଲାଚଲ୍ତି ମୁଇ ଜାନି । ଲକ୍ମନ୍ ଦେକ୍ବା ଇସାବେ, ତମେ ଆତ୍ମାଇ ଜିବନ୍ ଆଚାସ୍ । ମାତର୍ ପର୍ମେସର୍ ଦେକ୍ବା ଇସାବେ ମରିଆଚାସ୍ ।