54 ଏଟାଦେକି ଜାକୁବ୍ ଆରି ଜଅନ୍ କଇଲାଇ, “ମାପ୍ରୁ ଏଲିୟ ମିସା ଜେନ୍ତି କରିରଇଲା, ସେନ୍ତାର୍ସେ ଆମେ ବାଦ୍ଲେଅନି ଜଇ ଅଦ୍ରାଇ ସେମନ୍କେ ନାସ୍କର୍ବାକେ ତମେ ମନ୍ କଲାସ୍ନି କି ?”
ଜେବଦିର୍ ପ ଜାକୁବ୍ ଆରି ତାର୍ ବାଇ ଜଅନ୍କେ ସେ ବିନେରିଗସ୍ ବଲି ନାଉଁ ଦେଲା, ଆର୍ ଅରତ୍ ଅଇଲାନି ମେଗ୍ନାଦର୍ ପଅମନ୍,
ମାତର୍ ଜିସୁ ବୁଲିକରି ସେମନ୍କେ ଦମ୍କାଇକରି କଇଲା, “ତମେମନ୍ କେନ୍ତାରି ଆତ୍ମାର୍ ଲକ୍, ଏଟା ନାଜାନାସ୍ । ମାପ୍ରୁ ପାଟାଇରଇବା ନର୍ପିଲା ମୁଇ ମୁନୁସ୍ମନର୍ ଜିବନ୍ ନାସ୍ କର୍ବାକେ ନ ଆସି, ରକିଆ କର୍ବାକେ ଆସିଆଚେ ।”
ପଚର୍ ପସୁ ବଡ୍ ବଡ୍ କାବା ଅଇଜିବା କାମ୍ମନ୍ କଲା । ଦର୍ତନିଟାନେ ରଇବା ସବୁଲକ୍ ଦେକ୍ଲାପାରା ସର୍ଗେଅନି ଜଇ ବାର୍କରାଇତେରଇଲା ।
ସେ ପସୁର୍ ଦସ୍ଟା ମୁଣ୍ଡେଅନି ଗଟେକ୍ ମୁଣ୍ଡ୍ ବେସି ମାଡ୍ ଅଇରଇଲାପାରା ଡିସ୍ତେରଇଲା । ମାତର୍ ସେଟା ନିକ ଅଇଲା । ଗୁଲାଇ ଜଗତର୍ ଲକ୍ମନ୍ କାବାଅଇଜାଇକରି ତାର୍ ପଚେ ପଚେ ଗାଲାଇ ।