ଲୁକ୍ 9:44 - ସତିଅର୍ ବାଟ୍ ନୁଆ ନିୟମ୍ 202044 ତାର୍ କରିରଇବା ସବୁ କାମର୍ଲାଗି ସବୁଲକ୍ ଚକିତ୍ ଅଇବାବେଲେ ସେ ସିସ୍ମନ୍କେ କଇଲା, “ଏବେ ମୁଇ କାତା ନିମାନ୍କରି କଇଦେଲିନି, ସୁନା । କାଇକେବଇଲେ ପର୍ମେସର୍ ପାଟାଇରଇବା ନର୍ପିଲା ମୁଇ ବିସ୍ବାସେ ବିସ୍ଦେଲାପାରା ଲକ୍ମନ୍କେ ସର୍ପି ଅଇବାର୍ ଗାଲିନି ।” အခန်းကိုကြည့်ပါ။ |
ତାର୍ପଚେ ଜିସୁ, ପର୍ମେସର୍ ଅନି ଆଇଲା ନର୍ପିଲାକେ କାଇ କାଇଟା ଅଇସି ବଲି ତାର୍ ସିସ୍ମନ୍କେ ସିକାଇଦେବାର୍ ଦାର୍ଲା । ସେ କଇଲା, “ପର୍ମେସରର୍ଟାନେଅନି ଆଇଲା ନର୍ପିଲା ମୁଇ ବେସି ଦୁକ୍ କସ୍ଟ ପାଇବାର୍ ଆଚେ । ମୁକିଅ ନେତାମନ୍, ମୁକିଅ ପୁଜାରିମନ୍, ଆରି ନିୟମ୍ ସିକାଇଦେବା ଲକ୍ମନ୍ ମକେ ନ ନାମତ୍ । ସେମନ୍ ମକେ ମରାଇବାଇ ଆରି ତିନ୍ଦିନ୍ ଗାଲାପଚେ ମୁଇ ଆରି ତରେକ୍ ମଲାତେଇଅନି ଜିବନ୍ ଅଇ ଉଟ୍ବି ।”