25 ଆରି ଜଦି ଗଟେକ୍ ମୁନୁସ୍ ଗୁଲାଇ ଦୁନିଆ ଜିତିକରି ନିଜେ ବିନାସ୍ ଅଇସି, କି ଆରାଇସି, ତେବେ ତାର୍ କାଇ ଲାବ୍ ?
“ଜାଲ୍ ବର୍ତି ଅଇଗାଲେ କଣ୍ଡିତେଇ ଜିକିଆନି ନିକନିକ ମାଚ୍ ବାଚି କରି ମୁର୍ଡିତେଇ ସଙ୍ଗଇବାଇ ଆରି ବେଙ୍ଗ୍ଟିମାଚ୍ ପାରାଟାମନ୍ ପିଙ୍ଗି ଦେବାଇ ।
ସେମନ୍କେ ଲାଗ୍ବା ଜଇଟାନେ ପିଙ୍ଗିଦେବାଇ । ତେଇ ସେମନ୍ ମାରିଚପିଅଇ କାନ୍ଦି କସ୍ଟେ ମସ୍ଟେ ଦାତ୍ କାତ୍ରିଅଇବାଇ ।”
ଜଦି ଗଟେକ୍ ଲକ୍, ଗୁଲାଇ ଜଗତ୍ ଜିତିକରି ନିଜର୍ ଜିବନ୍ ଆରାଇଦେଇସି ବଇଲେ ସେଟା କାଇ ଲାବ୍ ? ଜିବନ୍ ବାଉଡାଇ ପାଇବାକେ ଆଲେ ସେ କାଇଟା ମିସା ଦେଇ ନାପାରେ ।
ଜଦି ଗଟେକ୍ ଲକ୍ ଦୁନିଆର୍ ସବୁ ଜିନିସ୍ ପାଇକରି, ନିଜର୍ ଜିବନ୍ ଆରାଇସି, ସେଟା ତାର୍ପାଇ କାଇ ଲାବ୍ ନାଇ ।
ଜିଉଦା କରିରଇବା କରାପ୍ କାମେଅନି ମିଲାଇଲା ଡାବୁକେ ଗଟେକ୍ ଜମି ଗେନାଅଇରଇଲା । ଆରି ସେ ଜମିତେଇ, ଉମ୍ତାଡିଅଇ ଅଦ୍ରି ମଲା । ତାର୍ ପେଟ୍ ଚିରିଅଇ ଆଁତି ବାରଇଗାଲା ।
ଜେ ପେରିତ୍ ସିସ୍କାମ୍ କରିପାର୍ସି, ତାକେ ଆମ୍କେ ଜାନାଆ ।”
ମୁଇ କସ୍ଟ ମୁର୍ଚିକରି ଗାଗଡ୍ ମେଲା ଚାଡିନାଇ । କାଇକେ ବଇଲେ ବିନ୍ ଲକ୍ମନର୍ ଲଗେ ସୁବ୍କବର୍ ଜାନାଇରଇଲେ ମିସା ମକେ ଜେନ୍ତିକି ନାଇବଲିକରି ନ କଅତ୍ ।
ଆରି ବନ୍ଦି ଗରେ ରଇବା ତମର୍ ସଙ୍ଗାରିମନ୍କେ ଦୟା ଦେକାଇଲାସ୍ । ତମର୍ଟାନେ ଜେତ୍କି ରଇଲାଟା ସେମନ୍ ମାର୍ଦାର୍ କରି ନେଲାବେଲେ, ତମେ ସାର୍ଦାସଙ୍ଗ୍ ମୁର୍ଚି ରଇଲାସ୍ । କାଇକେବଇଲେ, ତମ୍କେ ତାର୍ତେଇଅନି ନିକଟା ଆରି ନ ସାର୍ବା ଦିନ୍ ଜାକ ରଇବା ଦନ୍ସଁପତି ଆଚେ ବଲି ଜାନିରଇଲାସ୍ ।