ଲୁକ୍ 9:23 - ସତିଅର୍ ବାଟ୍ ନୁଆ ନିୟମ୍ 202023 ସେଡ୍କିବେଲେ ଜିସୁ ସବୁଲକ୍କେ କଇଲା, “ତେବେ କେ ମିସା ମର୍ସଙ୍ଗ୍ ଆଇବାକେ ମନ୍ କର୍ସି, ସେ ନିଜର୍ ମନ୍କଲାଟା ସବୁ ଚାଡିଦେବାର୍ ଆଚେ, ଆରି ସବୁଦିନ୍ ତାର୍ ନିଜର୍ କୁର୍ସ ବଇ ମର୍ ସଙ୍ଗ୍ ଆସ । အခန်းကိုကြည့်ပါ။ |
ସେ ଦୟା କଲାକେ, କାରାପ୍ ଚଲାଚଲ୍ତି କର୍ବାଟା ଚାଡିକରି, ବିସ୍ବାସ୍ ନ କର୍ବା ଲକ୍ମନ୍ କର୍ବା ଚଲାଚଲ୍ତି ନ କରି, ସେମନ୍ ଲାଲ୍ସା ଅଇବା ବିସଇ ମନ୍ ନ କର୍ବାକେ ପର୍ମେସର୍ ଆମ୍କେ ସିକାଇଲାନି । ତାର୍ ବାଦୁଲେ ଜେତ୍କି ଦିନ୍ ଆମେ ଏ ଜଗତେ ବଁଚିଆଚୁ, ସେତ୍କି ଦିନ୍ ନିଜେ ଜାଗ୍ରତ୍ ରଇ, ଦରମ୍ ଚଲାଚଲ୍ତି କରି ତାକେ ସାର୍ଦା କରାଇବାକେ ସେ ଆମ୍କେ ବପୁ ଦେଲାନି ।