18 ତରେକ୍ ଜିସୁ ଗଟେକ୍ ଲକ୍ସେ କିନରା ଜାଗାଇ ବସି ପାର୍ତନା କର୍ବାବେଲେ ସିସ୍ମନ୍ ତାର୍ଲଗେ ଆଇଲାଇ, ଆରି ସେ ସିସ୍ମନ୍କେ ପାଚାର୍ଲା, “ମୁଇ କେ ବଲି ଲକ୍ମନ୍ କଇଲାଇନି ?”
ସେ ଏକ୍ଲାସେ ପାର୍ତନା କର୍ବାକେ ଗଟେକ୍ ଡଙ୍ଗର୍ ଉପ୍ରେ ଗାଲା ଆରି ସଞ୍ଜ୍ ଅଇବା ଜାକ ଜିସୁ ଗଟେକ୍ ଲକ୍ସେ ତେଇ ରଇଲା ।
ତାର୍ ପଚେ ଜିସୁ ତାର୍ ସିସ୍ମନର୍ ସଙ୍ଗ୍ ଗେତ୍ସିମନି ନାଉଁର୍ ଗଟେକ୍ ଜାଗାଇ ଜାଇ ସେମନ୍କେ କଇଲା, “ତମେ ଇତି ଚନେକ୍ ବସି ରୁଆ । ମୁଇ ସେ ଲଗେ ଜାଇ ପାର୍ତନା କର୍ବି ।”
ତରେକ୍ ଜିସୁ ଗଟେକ୍ ଜାଗାଇ ପାର୍ତନା କର୍ତେରଇଲା । ସେ ପାର୍ତନା କରି ସାରାଇଲା ପଚେ, ତାକର୍ ସିସ୍ମନର୍ ବିତ୍ରେଅନି ଗଟେକ୍ ଲକ୍ ତାକେ କଇଲା, “ଏ ମାପ୍ରୁ ଡୁବନ୍ ଦେଉ ଜଅନ ଜେନ୍ତାରି ନିଜର୍ ସିସ୍ମନ୍କେ ପାର୍ତନା କର୍ବାକେ ସିକାଇଲା, ତମେମିସା ଆମ୍କେ ପାର୍ତନା କର୍ବାକେ ସିକାଆ ।”
ସବୁଲକ୍ ଡୁବନ୍ ନେଲା ପଚେ ଜିସୁ ମିସା ଡୁବନ୍ ନେଲା । ଆରି ପାର୍ତନା କର୍ବାବେଲେ, ଏଦେ ଦେକା ! ବାଦଲ୍ ଉଗାଡିଅଇଗାଲା,
ସେବେଲେ ଦିନେକ୍ ଜିସୁ ପାର୍ତନା କର୍ବାକେ ବାରଇ, ପର୍ବତେ ଗାଲା ଆରି ଗୁଲାଇରାତି ପର୍ମେସର୍କେ ପାର୍ତନା କରି କରି ରଇଲା ।
ସେମନ୍ କଇଲାଇ, “କେ କେ ଡୁବନ୍ ଦେଉ ଜଅନ୍, ଆରି କେ କେ ଏଲିୟ, ଆରି କେ କେ ପୁର୍ବର୍ ବବିସତ୍ବକ୍ତାମନର୍ ବିତ୍ରେଅନି ଗଟେକ୍ଲକ୍ ମଲାତେଇଅନି ଜିବନ୍ ଅଇଲାଆଚେ ବଲି କଇଲାଇନି ।”
ଜିସୁ ଏ ସବୁ କଇ ପାକାପାକି ଆଟ୍ଦିନ୍ ଗାଲାପଚେ, ଜଅନ୍, ପିତର୍ ଆରି ଜାକୁବର୍ ସଙ୍ଗ୍ ପାର୍ତନା କର୍ବାକେ ପର୍ବତ୍ ଉପ୍ରେ ଗାଲା ।
ଆରି, ସେ ପାର୍ତନା କର୍ବାବେଲେ ତାର୍ ମୁ ବିନ୍ ଅଇଗାଲା ଆରି ସେ ପିନ୍ଦ୍ଲା ଲୁଗା ଦବ୍ ଅଇ ବିଜ୍ଲିପାରା ଜିକ୍ମିକିଗାଲା ।