ଲୁକ୍ 9:16 - ସତିଅର୍ ବାଟ୍ ନୁଆ ନିୟମ୍ 202016 ଆରି, ଜିସୁ ପାଁଚ୍ଟା ରୁଟି ଆରି ଦୁଇଟା ମାଚ୍ ଦାରି, ସରଗ୍ବାଟେ ମୁ କରି ଦନିଅବାଦ୍ ଦେଲା ଆରି ବାଙ୍ଗାଇକରି ସିସ୍ମନ୍କେ ବାଟାକଲା । အခန်းကိုကြည့်ပါ။ |
ଜନ୍ ଲକ୍ମନ୍ ବିନ୍ଦିନ୍ ମନର୍ଟାନେଅନି ଗଟେକ୍ ଦିନ୍ ସୁବ୍ ବଲି ବାବ୍ବାଇ, ସେମନ୍ ପର୍ମେସର୍କେ ସାର୍ଦା କରାଇବାକେ ସେନ୍ତାରି ବାବ୍ବାଇ । ସେନ୍ତାରିସେ, ଜନ୍ଲକ୍ମନ୍ ସବୁ ରକାମ୍ କାଦି କାଇବାଇ, ସେଟା ପର୍ମେସର୍କେ ସାର୍ଦା କରାଇବାକେ କର୍ବାଇ ଆରି ସେଟାର୍ପାଇ ତାକେ ଦନିଅବାଦ୍ ଦେବାଇ । ଆରି ଜନ୍ଲକ୍ମନ୍ ଅବ୍କା ସାଗ୍ଡାଲ୍ କାଇବାଇ, ସେମନ୍ ସେଟା ପର୍ମେସର୍ ସାର୍ଦା ଅଇସି ବଲି କାଇଲାଇନି ଆରି ସେମନ୍ ମିସା ତାକେ ଦନିଅବାଦ୍ ଦେଲାଇନି ।