15 ତେଇ ସେମନ୍ ସେନ୍ତାରିକରି ଲକ୍ମନ୍କେ ବସାଇଲାଇ ।
କାଇକେବଇଲେ ସେମନ୍ ଅବ୍କା ମୁନୁସ୍ପିଲାମନ୍ସେ ପାଁଚ୍ ଅଜାର୍ ରଇଲାଇ । ଜିସୁ ସିସ୍ମନ୍କେ କଇଲା, “ଗଟେକ୍ ଗଟେକ୍ ଦାଡି, ପଚାସ୍ ଲକ୍କେ ଲାକା ବସାଆ ।”
ଆରି, ଜିସୁ ପାଁଚ୍ଟା ରୁଟି ଆରି ଦୁଇଟା ମାଚ୍ ଦାରି, ସରଗ୍ବାଟେ ମୁ କରି ଦନିଅବାଦ୍ ଦେଲା ଆରି ବାଙ୍ଗାଇକରି ସିସ୍ମନ୍କେ ବାଟାକଲା ।