ଲୁକ୍ 9:12 - ସତିଅର୍ ବାଟ୍ ନୁଆ ନିୟମ୍ 202012 ଏତ୍କିବିତ୍ରେ ଦିନ୍ ସାରି ରାତିଅଇବାର୍ ଆରାମ୍ ଅଇଲା, ତେଇ ପାଟାଇରଇବା ବାର୍ଟା ସିସ୍ ଜିସୁର୍ଲଗେ ଆସି କଇଲାଇ, “ଲକ୍ମନ୍ ଜାଇକରି ତାକର୍ପାଇ ବାସା ଆରି କାଦିର୍ପାଇ ଚାରିବେଡ୍ତିର୍ ଗାଉଁ ଆରି ଗୁଡାମନ୍କେ କଜତ୍ । ସେଟାର୍ପାଇ ତମେ ସେମନ୍କେ ମେଲାନି ଦିଆସ୍ । କାଇକେବଇଲେ ଆମେ ଇତି ମେଲାନ୍ ଜାଗାଇ ଆଚୁ ।” အခန်းကိုကြည့်ပါ။ |