56 ତେଇ ଟକିର୍ ବାବା ମା କାବା ଅଇଗାଲାଇ, ମାତର୍ ଜିସୁ ସେ ଗଟ୍ନାର୍ କାତା କାକେ ଜାନାଆ ନାଇ ବଲି ଆଦେସ୍ ଦେଲା ।
ଜିସୁ ତାକେ କଇଲା, “ସୁନ୍, ତୁଇ କେନ୍ତିଅଇ ନିକ ଅଇଲୁସ୍, ଏ କାତା କାକେ ମିସା କ ନାଇ, ମାତର୍ ସିଦା ପୁଜାରିର୍ ଲଗେ ଜାଇକରି ନିଜ୍କେ ଦେକାଇ ଅ, ଆରି ତୁଇ ନିକ ଅଇ ଆଚୁସ୍ ବଲି ସବୁ ଲକର୍ ଟାନେ ଜାନାଇଅଇବାକେ ମସାର୍ ନିୟମ୍ ଇସାବେ ପର୍ମେସର୍କେ ସର୍ପିଦେସ୍ ।”
ଜିସୁ କଇଲା ଦାପ୍ରେ କାଣାମନ୍ ଆଁକି ଦେକିପାର୍ଲାଇ । ଆରି ଜିସୁ, ସେମନ୍କେ ଡାଟ୍କରି, “ଏ ବିସଇ କାକେ ମିସା କୁଆ ନାଇ ।” ବଲି କଇଲା ।
ଆରି ଜିସୁ ତାକେ ଆଦେସ୍ ଦେଇ କଇଲା, “ଏ କାତା କାକେ କ ନାଇ । ମାତର୍ ପୁଜାରିର୍ ଲଗେ ଜା ଆରି ସେ ତକେ ପରିକା କରି ଦେକ । ତୁଇ, ‘ନିକ ଅଇଲିଆଚି’ ବଲି ବିନ୍ ଲକର୍ ଟାନେ ସାକିଦେବାକେ ମସାର୍ ଆଦେସ୍ ଇସାବେ ବିରୁ ଦେସ୍ ।”
ତେଇ ଟକିର୍ ଜିବନ୍ ବାଉଡି ଆଇଲା, ଆରି ସେ ସେଡ୍କି ବେଲେସେ ଉଟ୍ଲା । ଜିସୁ ତାକେ କାଇଟା ଆଲେ କାଇବାକେ ଦିଆସ୍ ବଲି ଆଦେସ୍ ଦେଲା ।