51 ଜିସୁ ଜାଇରସର୍ ଗରେ ଆସି ପିତର୍, ଜଅନ୍ ଆରି ଜାକୁବ୍ ଆରି ଟକିର୍ ବାବା ମାଆ କେ ଚାଡିକରି କାକେ ମିସା ବିତ୍ରେ ଡାକିନେଏ ନାଇ ।
ପିତର୍, ଜଅନ୍ ଆରି ଜାକୁବ୍କେ ତାର୍ ସଙ୍ଗ୍ ମିସ୍ତେ ଡାକିନେଲା । ସେ ଦୁକ୍ଅଇ କିଲ୍ବିଲ୍ ଅଇବାର୍ ବସ୍ଲା ।
ସେମନ୍ ରଇଲା, ସିମନ୍ ଜାକେ କି ସେ ପିତର୍ ବଲି ମିସା ନାଉଁ ଦେଲା, ଆରି ସିମନର୍ ବାଇ ଆନ୍ଦ୍ରିୟ, ଜାକୁବ୍ ଆରି ଜଅନ୍, ପିଲିପ୍ ଆରି ବାର୍ତଲମି ।
ମାତର୍ ଜିସୁ ଏଟା ସୁନି ଜାଇରସ୍କେ କଇଲା, “ଡରାନାଇ ଅବ୍କା ବିସ୍ବାସ୍ କରା, ସେ ବଁଚ୍ସି ।”
ମାତର୍ ସବୁ ଲକ୍ ଟକିର୍ ଲାଗି କାନ୍ଦି କାନ୍ଦି କରି ବୁକେ ମାରିଅଇତେ ରଇଲାଇ । ତେଇ ଜିସୁ କଇଲା “କାନ୍ଦା ନାଇ, ସେ ମରେ ନାଇ, ମାତର୍ ସଇ ଦେଲାଆଚେ ।”
ଜିସୁ ଏ ସବୁ କଇ ପାକାପାକି ଆଟ୍ଦିନ୍ ଗାଲାପଚେ, ଜଅନ୍, ପିତର୍ ଆରି ଜାକୁବର୍ ସଙ୍ଗ୍ ପାର୍ତନା କର୍ବାକେ ପର୍ବତ୍ ଉପ୍ରେ ଗାଲା ।
ପିତର୍ ବାକ୍ରାଇଅନି ସବୁକେ ବାର୍କରାଇ ଦେଲା ଆରି ମାଣ୍ଡିକୁଟା ଦେଇ ପାର୍ତନା କଲା । ତାର୍ପଚେ ଦର୍କାସର୍ ମଲା ଗାଗଡର୍ବାଟେ ଦେକିକରି କଇଲା, “ଟାବିତା ଉଟ୍ !” ଏଦେ ଦେକା ! ଦର୍କାସ୍ ଆଁକି ଦେକ୍ଲା ଆରି ପିତର୍କେ ଦେକି ଉଟିକରି ବସ୍ଲା ।