5 “ଗଟେକ୍ ଚାସି ତାର୍ ବିଅନ୍ ବୁନ୍ବାକେ ବାରଇଲା । ସେ ବୁନୁ ବୁନୁ କେତେଟା ବିଅନ୍ ବାଟେ ଅଦର୍ଲା । ଲକ୍ମନ୍ ସେଟା ମାଣ୍ଡ୍ଚୁଣ୍ଡ କରିଦେଲାଇ ଆରି ଚଡଇମନ୍ ଆସି କାଇଦେଲାଇ ।
ଜିସୁ କଇଲା, “ଜନ୍ ଲକ୍ ନିକ ବିଅନ୍ ବୁନ୍ଲା, ସେ ନର୍ପିଲା ମୁଇ ।
“ତମେ ସବୁ ମୁନୁସ୍ ଜାତିର୍ପାଇ ନୁନ୍ ପାରା । ମାତର୍ ନୁନ୍ ଜଦି ସୁଆଦ୍ ଆରାଇସି, ତେବେ ସେଟା କେନ୍ତି କରିଆ ଅଇସି ? ସେଟା ଆରି କାଇ କାମେ ନ ଆସେ, ତେବେ ତାକେ ବାଇରେ ପିଙ୍ଗି ଦେବାଇ ଆରି ସେଟା ଲକ୍ମନ୍ ମାଣ୍ଡି ପାକାଇବାଇ ।”
ଜନ୍ଲକ୍ମନ୍ ସୁନ୍ବାଇ ଆରି ସୁନ୍ଲା ଦାପ୍ରେ, ସଇତାନ୍ ଆସି ସେମନ୍ର୍ ଟାନେଅନି ବୁନିରଇବା ବାକିଅ ଜିକି ନେଇସି, ସେମନ୍ ବୁନିରଇବା ବାଟ୍ଲଗର୍ ବିଅନ୍ ପାରା ।
ଜେଡେବେଲେ ଲକ୍ମନ୍ ଗଟେକ୍ ଜାଗାଇ ଟୁଲ୍ଅଇଲାଇ, ଆରି ନଅରେ ନଅରେ ଅନି ତାର୍ଲଗେ ଆଇଲାଇଜେ ଜିସୁ ଏନ୍ତି ଉଦାଅରନ୍ ଦେଇ କଇଲା,
କେତେଟା ପାକ୍ନା ବାଡି ରଇଲା ବୁଏଁ ଅଦର୍ଲା, ସେଟା ଆଁକ୍ରି ଗାଜା ଅଇଲା, ମାତର୍ ମାଟି ନ ବିଜିରଇଲାଜେ ସୁକିଗାଲା ।
ଆମେ ଜେନ୍ତିକି ସତ୍ଟାନେଅନି ବିନେ ନ ବେଗ୍ଲୁ, ସେଟାର୍ପାଇ ଆମେ ସୁନିରଇବା ସତ୍ ବାକିଅଟାନେ ଡାଁଟ୍ଅଇ ରଇବା ଦର୍କାର୍ ।