48 ତେଇ ଜିସୁ ତାକେ କଇଲା, “ନୁନି ତର୍ ବିସ୍ବାସ୍ ତକେ ନିମାନ୍ କଲାଆଚେ ସାନ୍ତିଅଇ ଉଟିଜା ।”
ଦୁର୍ବଲ୍ ଲକ୍ମନ୍କେ ସେ ଆଲାଦର୍ ଚଲାଚଲ୍ତି କର୍ସି, ଆରି ଆକା ସାକା ନଇଲା ଲକ୍ମନ୍କେ ଦୟା କର୍ସି । ସେମନ୍ ନିଆଇ ନ ପାଇବାଜାକ ସେ ତାର୍ କାମ୍ ବନ୍ଦ୍ ନ କରେ ।
ଜିସୁ ସନିଅମନର୍ ମୁକିଅକେ କଇଲା, “ତୁଇ ଏବେ ଗରେ ଜା । ତୁଇ ଜେନ୍ତି ବିସ୍ବାସ୍ କଲୁସ୍ନି ସେନ୍ତାରିସେ ଅଇସି ।” ସମାନ୍ ସେ ବେଲାଇସେ ତାର୍ ଗତିଦାଙ୍ଗ୍ଡା ପୁରାପୁରୁନ୍ ନିକ ଅଇଗାଲା ।
ଆରି ତେଇ ଲକ୍ମନ୍ ଗଟେକ୍ ଚେରେଙ୍ଗ୍ ରଗିକେ ବଇକରି ତାର୍ ଲଗେ ଆନ୍ଲାଇ । ଚେରେଙ୍ଗ୍ ରଗି ଅଚ୍ନାଇ ସଇରଇଲା । ସେ ଲକ୍ମନର୍ ବିସ୍ବାସ୍ ଦେକି ରଗିକେ କଇଲା, “ସାଆସ୍ ଦାର୍, ତର୍ ସବୁ ପାପ୍ କେମା ଅଇଗାଲା ।”
ମାତର୍ ଜିସୁ ପାସ୍ଲି କରି ତାକେ ଦେକି କଇଲା, “ଏ ନୁନି, ଡର୍ନାଇ ସାଆସ୍ ଦାର୍, ତର୍ ବିସ୍ବାସ୍ ତକେ ନିମାନ୍ କରିଆଚେ ।” ଏତ୍କି କଇଲା ଦାପ୍ରେ ସେ ମାଇଜି ନିମାନ୍ ଅଇଗାଲା ।
ଜିସୁ ତାକେ କଇଲା, “ନୁନି, ମର୍ଟାନେ ବିସ୍ବାସ୍ କଲାକେ ତୁଇ ନିମାନ୍ ଅଇ ଆଚୁସ୍, ସାନ୍ତିଅଇ ଜା ଆରି ତର୍ ରଗେଅନି ନିମାନ୍ ଅଇ ର ।”
ତାର୍ ପଚେ ଜିସୁ ତାକେ କଇଲା, “ତୁଇ ଏବେ ଉଟ୍ ଆରି ଜାଆ, କାଇକେ ବଇଲେ ମୁଇ ତକେ ନିମାନ୍ କରିପାର୍ବି ବଲି ବିସ୍ବାସ୍ କରିରଇଲୁସ୍ ।”
ତେବେ ଜିସୁ ତାକେ କଇଲା, “ତୁଇ ଦେକ୍ବାକେ ପାଆ ! ମୁଇ ତର୍ ଆଁକି ନିକ କର୍ବି କାଇକେ ବଇଲେ, ତୁଇ ମର୍ତେଇ ବିସ୍ବାସ୍ କରି ଆଚୁସ୍ ।”
ମାତର୍ ଜିସୁ ସେ ମାଇଜିକେ କଇଲା, “ତୁଇ ମକେ ବିସ୍ବାସ୍ କଲାର୍ପାଇ ବଲି ରକିଆ ପାଇଆଚୁସ୍, ସାନ୍ତିସଙ୍ଗ୍ ଉଟିଜା ।”
ଜେଡେବଲ୍ ମାଇଜି ଦେକ୍ଲାଜେ ମୁଇ ଲୁଚିନାପାରି, ସେ ତର୍ତରି ତର୍ତରି ଆସି ଜିସୁର୍ ପାଦେ ଅଦ୍ରି, କାଇଟାର୍ ପାଇ ତାକେ ଚିଇଲା, ଆରି କେନ୍ତାରି ଦାପ୍ରେ ନିକ ଅଇଲା, ସେଟା ସବୁ ଲକର୍ ମୁଆଟେ ଜାନାଇଲା ।
ତେଇ ବସି, ସେ ପାଉଲର୍ ସିକିଆ ସୁନ୍ତେ ରଇଲା । ତାର୍ ମନେ ବିସ୍ବାସ୍ ଅଇଲାଆଚେ ଆରି ସେ ନିମାନ୍ ଅଇପାର୍ସି ବଲି ପାଉଲ୍ ଜାନି ପାର୍ଲା । ସେଟାର୍ ପାଇ ତାର୍ବାଟେ ତିରିଆଇ ଦେକି,
ମୁଇ ତମର୍ ବାବା ଅଇବି ଆରି, ତମେ ମର୍ ପିଲାଜିଲା ଅଇସା । ଏଟା ସବୁର୍ଟାନେ ଅନି ବପୁ ରଇବା ମାପ୍ରୁ କଇଲାନି ।
କାଇକେବଇଲେ ଆମର୍ ଆନିଦାଦିମନର୍ପାରା ଆମେ ମିସା ସୁବ୍କବର୍ ସୁନିଆଚୁ । ମାତର୍ ସେମନ୍ ସେଟା ସୁନିକରି ମିସା ମାନତ୍ ନାଇ, କାଇକେବଇଲେ ସେଟା ସେମନ୍ ବିସ୍ବାସ୍ କରତ୍ ନାଇ ।