46 ମାତର୍ ଜିସୁ କଇଲା, “କେ କି ଗଟେକ୍ ଲକ୍ ମକେ ଚିଇଲା, କାଇକେ ବଇଲେ ମର୍ ବିତ୍ରେଅନି ବପୁ ବାରଇଲା ବଲି ମୁଇ ଜାନ୍ଲି ।”
ଦିନେକ୍ ଜିସୁ ସିକିଆ ଦେଇତେରଇଲା । ତେଇ ଗାଲିଲିର୍ ସବୁ ଗାଏଁଅନି, ଜିଉଦା ଆରି ଜିରୁସାଲମେଅନି ଆସିରଇବା ପାରୁସିମନ୍ ଆରି ନିଅମ୍ ସିକାଉମନ୍ ତେଇ ବସିରଇଲାଇ । ଆରି ରଗିମନ୍କେ ନିକ କର୍ବାକେ ମାପ୍ରୁର୍ ବପୁ, ଜିସୁକେ ରଇଲା ।
ସବୁଲକ୍ମନ୍ ଜିସୁକେ ଚିଇବାକେ ଚେସ୍ଟା କର୍ତେରଇଲାଇ । କାଇକେବଇଲେ ତାର୍ ଗାଗ୍ଡେଅନି ମାପ୍ରୁର୍ ବପୁ ବାରଇତେରଇଲା ଆରି ସବୁଲକ୍ମନ୍କେ ନିକ କରତେରଇଲା ।
ଜେଡେବଲ୍ ମାଇଜି ଦେକ୍ଲାଜେ ମୁଇ ଲୁଚିନାପାରି, ସେ ତର୍ତରି ତର୍ତରି ଆସି ଜିସୁର୍ ପାଦେ ଅଦ୍ରି, କାଇଟାର୍ ପାଇ ତାକେ ଚିଇଲା, ଆରି କେନ୍ତାରି ଦାପ୍ରେ ନିକ ଅଇଲା, ସେଟା ସବୁ ଲକର୍ ମୁଆଟେ ଜାନାଇଲା ।
ମାତର୍ ତମେ, ବାଚି ଅଇରଇବା ପର୍ମେସରର୍ କୁଟୁମ୍ । ଆରି ଆମର୍ ରାଜାର୍ ପୁଜାରି ଦଲ୍ । ପର୍ମେସରର୍ ଚକିତ୍ ଅଇଜିବା କାମ୍ ଜାନାଇବାକେ ସେ ବାଚିରଇବା ତାର୍ ନିଜର୍ ଲକ୍ ଅଇଆଚାସ୍ । ଆନ୍ଦାର୍ ବିତ୍ରେ ଅନି ତାର୍ କାବା ଅଇଜିବା ଉଜଲେ ଜିବାକେ ସେ ତମ୍କେ ଡାକି ଆଚେ ।