45 ତେଇ ଜିସୁ କଇଲା, “କେ ମକେ ଚିଇଲା ?” ମାତର୍ ସବୁ ଲକ୍ ନାଇ ବଲି କଇଲାଇଜେ, ପିତର୍ କଇଲା, “ଏ ଗୁରୁ ଲକ୍ମନ୍ ମାଣ୍ଡାଚୁଣ୍ଡାଅଇ ତମର୍ ଉପ୍ରେ ଡାବିଅଇଆଇଲାଇନି ।”
ସେଟାର୍ପାଇ ବଲି ଏନ୍ତି ବେସି ବାଦା ଅଇଜିବା ଦିନ୍ ଆଇସି । ତମର୍ ସତ୍ରୁମନ୍ ତମର୍ ଚାରିବେଟ୍ତି ପାଚୁରି ବାନ୍ଦି ଅଟ୍କାଇବାଇ ଆରି ଚାରିବେଡ୍ତି ଅନି ତମର୍ ଉପ୍ରେ ମାଣ୍ଡି ଆଇବାଇ ।
ତେଇ ସିମନ୍ କଇଲା, “ଏ ଗୁରୁ ଆମେ ସବୁଲକ୍ ଗୁଲାଇରାତି କସ୍ଟ କରି ଗଟେକ୍ ମିସା ଦାରୁନାଇ, ମାତର୍ ତମର୍ କାତା ଦାରି ମୁଇ ଜାଲ୍ ପାକାଇବି ।”
ସେ ପଚ୍ବାଟେଅନି ଆସି ଜିସୁର୍ ଲୁଗା ଜାଲି ଚିଇଲା । ଚିଇଲା ଦାପ୍ରେ ତାର୍ ବନି ଜିବାଟା ତେବ୍ଲା ।
ମାତର୍ ଜିସୁ ସେମନ୍କେ କଇଲା, “ତମେ ସେମନ୍କେ କାଇବାକେ ଦିଆସ୍ ।” ସେମନ୍ କଇଲାଇ, “ଆମର୍ଲଗେ ଏକାଇ ପାଁଚ୍ଟା ରୁଟି ଆରି ଦୁଇଟା ମାଚ୍ ଚାଡି ଅଦିକ୍ ନାଇ । ସେନ୍ତାର୍ଆଲେ ଆମେ ଜାଇକରି ଏ ସବୁଲକର୍ପାଇ କନ୍ତିଅନି କାଦି ଗେନ୍ବୁ ?”