ଲୁକ୍ 8:39 - ସତିଅର୍ ବାଟ୍ ନୁଆ ନିୟମ୍ 202039 ମାତର୍ ସେ ତାକେ କଇକରି ପାଟାଇଲା । “ତର୍ ଗରେ ବାଉଡି ଜା ଆରି ପର୍ମେସର୍ ତର୍ଲାଗି ଜନ୍ ଜନ୍ କାମ୍ କଲାଆଚେ ସେ ସବୁ କଇଦେସ୍ ।” ତେଇ ସେ ଲକ୍ ଇଣ୍ଡିଜାଇ ଜିସୁ ତାର୍ ପାଇ ଜନ୍ ଜନ୍ କାମ୍ କରିରଇଲା, ଗୁଲାଇ ନଅରେ ଜାନାଇବାର୍ ଦାର୍ଲା । အခန်းကိုကြည့်ပါ။ |