ଲୁକ୍ 8:29 - ସତିଅର୍ ବାଟ୍ ନୁଆ ନିୟମ୍ 202029 କାଇକେ ବଇଲେ ଜିସୁ ଡୁମାକେ ସେ ମୁନୁସର୍ ଟାନେଅନି ବାରଇଜାଅ ବଲି ଆଦେସ୍ ଦେଇରଇଲା । ସେ ଡୁମା ସେଲକ୍କେ ଦାରିଲାଗିରଇଲା, ଆରି ଲକ୍ମନ୍ ତାକେ ସିକିଲି ସଙ୍ଗ୍ ବାନ୍ଦି ଜାଗ୍ତେ ରଇଲାଇ । ମାତର୍ ସେ ବାନ୍ଦ୍ଲାଟା ସବୁ ଚିଡାଇ ପାକାଇତେରଇଲା ଆରି ଡୁମା ତାକେ କିନରା ଜାଗାମନ୍କେ ଦାରିଜାଇତେରଇଲା । အခန်းကိုကြည့်ပါ။ |