20 ତେଇ ଜିସୁକେ ଏ କବର୍ ଦେଲାଇ, “ତମର୍ ମାଆ ଆରି ବାଇମନ୍ ତକେ ଦେକ୍ବାକେ ମନ୍କରି ବାଇରେ ଟିଆଅଇଲାଇ ଆଚତ୍ ।”
ଏ ଲକ୍ତା ସେ ବାଡଇ । ସେ ମରିୟମର୍ ପଅ, ଜାକୁବ୍, ଜସି, ଜିଉଦା ଆରି ସିମନ୍ ତାର୍ ବାଇ ଅଇବାଇ । ଆର୍ ବଇନିମନ୍ ତା ଇତି ଆମର୍ ସଙ୍ଗ୍ ଆଚତ୍ । ” ଏନ୍ତାରି କଇକରି ସେମନ୍ ତାକେ ମାନତ୍ ନାଇ ।
ଜିସୁର୍ ମାଆ ଆରି ବାଇମନ୍ ତାର୍ ଲଗେ ଆଇଲାଇ । ମାତର୍ ଲକ୍ମନ୍ ଜବର୍ ରଇଲାଇକେ ତାର୍ ସଙ୍ଗ୍ ମିସିନାପାର୍ତେ ରଇଲାଇ ।
ମାତର୍ ଜିସୁ ଲକ୍ମନ୍କେ କଇଲା, “ଜନ୍ ଲକ୍ମନ୍ ପର୍ମେସରର୍ ବାକିଅ ସୁନ୍ବାଇ ଆରି ମାନ୍ବାଇ ସେମନ୍ ମର୍ ମାଆ ଆରି ବାଇମନ୍ ।”
ସେମନ୍ ତର୍କେତର୍ ଗଟେକ୍ ଦଲ୍ ଇସାବେ ପାର୍ତନା କର୍ବାକେ ରୁଣ୍ଡ୍ତେ ରଇଲାଇ । ଆରି ସେମନର୍ସଙ୍ଗ୍ ଜିସୁର୍ ଆୟା ମରିୟମ୍, ବିନ୍ ମାଇଜିମନ୍ ଆରି ଜିସୁର୍ ବାଇମନ୍ ମିସା ମିସ୍ତେରଇଲାଇ ।
ଅଲ୍ଗା ପେରିତ୍ମନର୍ ପାରା, ପିତର୍ ଆରି ଆମର୍ ମାପ୍ରୁ ଜିସୁର୍ ବାଇମନର୍ ପାରା, ବିସ୍ବାସ୍ କରିରଇବା ମାଇଜିକେ ବିବା ଅଇକରି ତାକେ ମର୍ ସଙ୍ଗ୍ ନେବାକେ କାଇ ମର୍ ଅଦିକାର୍ ନାଇ କି ?
ମାତର୍ ମାପ୍ରୁର୍ ବାଇ ଜାକୁବ୍କେ ଚାଡ୍ଲେ ଆରି ମୁଇ କନ୍ ପେରିତ୍ ସିସ୍କେ ମିସା ବେଟ୍ ଅଇନାଇ ।