19 ଜିସୁର୍ ମାଆ ଆରି ବାଇମନ୍ ତାର୍ ଲଗେ ଆଇଲାଇ । ମାତର୍ ଲକ୍ମନ୍ ଜବର୍ ରଇଲାଇକେ ତାର୍ ସଙ୍ଗ୍ ମିସିନାପାର୍ତେ ରଇଲାଇ ।
“ ଜିସୁକେ କାଇବାକେ ମିସା ବେଲା ନାଇ ।” ବଲି କଇ ତାକର୍ ଗରର୍ ଲକ୍ ସୁନି, ତାକେ ଗରେ ଡାକିନେବାକେ ଆଇଲାଇ । କାଇକେବଇଲେ ସେମନ୍ କଇଲାଇ, “ତାର୍ ବୁଦି ବାନାଅଇଗାଲାନି ।”
ତେଇ ଜିସୁକେ ଏ କବର୍ ଦେଲାଇ, “ତମର୍ ମାଆ ଆରି ବାଇମନ୍ ତକେ ଦେକ୍ବାକେ ମନ୍କରି ବାଇରେ ଟିଆଅଇଲାଇ ଆଚତ୍ ।”