ଲୁକ୍ 8:17 - ସତିଅର୍ ବାଟ୍ ନୁଆ ନିୟମ୍ 202017 “କାଇକେବଇଲେ, ଏନ୍ତାରି ଲୁଚିରଇବା ବିସଇ କାଇଟା ନାଇ, ଜନ୍ଟା ଜାନା ନ ପଡେ । ଡାବିଅଇରଇବା ବିସଇ କାଇଟା ନାଇ ଜନ୍ଟା ଉଗାଡି ନଏଁ ।” အခန်းကိုကြည့်ပါ။ |
ସେଟାର୍ପାଇ ତମେ କାକେ ମିସା କାଇ ବିସଇ ନେଇ ବିଚାର୍ କରାନାଇ । କାଇକେବଇଲେ ବିଚାର୍ନା କର୍ବାକେ ବେଲା ଅଏ ନାଇତା । ମାପ୍ରୁ ବିଚାର୍ନା କର୍ବାକେ ଆଇବାଜାକ ଜାଗା । ମାପ୍ରୁ ଆଇଲେ ଆକା ସାରାସାରି ବିଚାର୍ନା ଅଇସି । ସେ ଆନ୍ଦାର୍ ବିତ୍ରେ ଲୁଚ୍ତେ ରଇଲା ସବୁ ବିସଇ ଉଜଲେ ଦେକାଇ ଦେଇସି । ଆରି ଲକ୍ମନର୍ ମନ୍ ବିତ୍ରର୍ କାତା ସବୁ ଦେକାଇ ଦେଇସି । ସେଡ୍କି ବେଲେ ସବୁଲକ୍ ପର୍ମେସରର୍ ଟାନେଅନି ଲାଡ୍ ପାଇବାଇ ।