16 “ବତି ଡସାଇ କରି କେ ମିସା ଡାଲାଡାବି ନ ସଙ୍ଗଅତ୍ । କି କଟ୍ ତଲେ ନ ସଙ୍ଗଅତ୍ । ମାତର୍ ବତି କୁଦ୍ରା ଉପ୍ରେ ସଙ୍ଗଇବାଇ । ଜେନ୍ତାରିକି ଆଇଲା ଲକ୍ମନ୍ ଉଜଲ୍ ଦେକିପାରତ୍ ।”
“କେ ମିସା ବତି ଡସାଇ ମାନ୍ତଲେ ଡାବିକରି ନ ସଙ୍ଗଅତ୍ । ମାତର୍ ବତି ସଙ୍ଗଇବା କୁଦ୍ରାଇ ସଙ୍ଗଇବାଇ, ଜେନ୍ତାରିକି ଗର୍ବିତ୍ରେ ଜିବାଲକ୍ମନ୍ ଉଜଲ୍ ଦେକିପାର୍ବାଇ ।
ଆରି ନିମାନ୍ ବୁଏଁ ଅଦର୍ଲା, ବିଅନ୍ ଏନ୍ତାରି ଲକ୍ମନ୍କେ ବୁଜାଇସି । ଜନ୍ ଲକ୍ମନ୍ କି ନିମାନ୍ ଆରି ଦରମ୍ ମନେ ବାକିଅ ସୁନିକରି ସେଟା ଡାଟ୍ ସଙ୍ଗ୍ ଦାରି ସଙ୍ଗଇବାଇ ଆରି ଜାଗିରଇକରି ପଲ୍ପଲ୍ବାଇ ।”
ତୁଇ ସେମନର୍ ଆଁକି ପିଟାଇଦେସ୍ ବଲି ମୁଇ ତକେ କଇଲିନି । ଜେନ୍ତିକି ସେମନ୍ ଆନ୍ଦାରେଅନି ଉଜଲେ ଆରି ସଇତାନର୍ ବାନ୍ଦନେଅନି ମାପ୍ରୁର୍ ବାଟେ ବାଅଡ୍ବାଇ । ଜେନ୍ତିକି ମକେ ବିସ୍ବାସ୍ କଲାର୍ ପାଇ, ସେମନର୍ ପାପ୍ କେମା ଅଇସି । ଆରି ମାପ୍ରୁ ବାଚ୍ଲା ଲକ୍ମନର୍ ସଙ୍ଗ୍ ସେମନ୍କେ ମିସା ଡାକିନେବାଇ ।”
ମର୍ ଉଜାବାଟେ ରଇବା ସାତ୍ଟା ତାରା ଆରି, ସାତ୍ଟା ସୁନାର୍ ବତି ଡାଣ୍ଡିର୍ ଅରତ୍ ମୁଇ ତମ୍କେ କଇଦେବି । ସେ ସାତ୍ଟା ବତିଡାଣ୍ଡି ଅଇଲାନି ସାତ୍ଟା ମଣ୍ଡଲି । ସାତ୍ଟା ତାର୍ମନ୍ ଅଇଲାଇନି, ସାତ୍ଟା ମଣ୍ଡଲିର୍ ଦାଇତ୍ ନେବା ଦୁତ୍ମନ୍ ।
ସେ ଦୁଇଟା ସାକିମନ୍ ଜଗତର୍ ମାପ୍ରୁର୍ ମୁଆଟେ ଟିଆଅଇବା ଜିତ୍ ଗଚ୍ ଆରି ଦୁଇଟା ବତି ଅଇଆଚତ୍ ।