1 ତେଇଅନି ଚନେକ୍ ଗାଲାପଚେ, ଜିସୁ ନଅରେ ନଅରେ ଆରି ଗାଏଁ ଗାଏଁ ପର୍ମେସରର୍ ରାଇଜର୍ ସୁବ୍କବର୍ କଇ ବୁଲ୍ବାର୍ ଦାର୍ଲା, ଆରି ବାରଟା ସିସ୍ମନ୍ ତାର୍ ସଙ୍ଗ୍ ରଇଲାଇ ।
ଜିସୁ ବାର୍ଟା ସିସ୍ମନ୍କେ ସିକାଇ କରି କଇ ପାଟାଇ ସାର୍ଲା ପଚେ, ସେ ଜାଗା ଚାଡିକରି ଲଗେ ରଇଲା ଗଡ୍ମନର୍ ଲକ୍ମନ୍କେ ଜାଇ ସିକାଇଲା ଆରି ମାପ୍ରୁର୍ କାତା ସୁନାଇବାର୍ ଦାର୍ଲା ।
ଜନ୍ ଲକ୍ମନ୍ ସରଗ୍ ରାଇଜର୍ ବାକିଅ ସୁନି ନ ବୁଜତ୍, ସଇତାନ୍ ଆସି ସେମନର୍ ମନ୍ ବିତ୍ରେ ଅନି ଜନ୍ଟା ବୁନାଅଇ ରଇସି, ସେଟା ଜିକି ଦାରିଜାଇସି । ଏଟା ଅଇଲାନି ବାଟେ ଅଦ୍ରି ରଇବା ବିଅନର୍ ଅରତ୍ ।”
ଜିସୁ ଗାଲିଲିର୍ ଗୁଲାଇବାଟେ ବୁଲି ବୁଲି ଜିଉଦିମନର୍ ସବୁ ପାର୍ତନା ଗର୍ମନ୍କେ ସିକିଆ ଦେଇ, ପର୍ମେସରର୍ ରାଇଜର୍ ବିସଇ ଜାନାଇଲା । ଆରି ବିନ୍ ବିନ୍ ରଗେ ରଇବା ଲକ୍ମନ୍କେ ସବୁ ରକାମର୍ ରଗ୍ ଆରି ସବୁ ଦୁକ୍ କସ୍ଟ, ନିମାନ୍ କଲା ।
ଜିସୁ ଗାଉଁ ଗାଉଁ ବୁଲି ବୁଲି ଜିଉଦିମନର୍ ପାର୍ତନା ଗର୍ମନ୍କେ ଜାଇ ସିକାଇ ଦେଇତେ ରଇଲା । ଆରି ପର୍ମେସରର୍ ରାଇଜର୍ ନିମାନ୍ କାତା କଇତେରଇଲା । ବିନ୍ ବିନ୍ ଜର୍ ଆରି ରଗ୍ ଦାର୍ଲା ଲକ୍ମନ୍କେ ସବୁ ନିକ କରିଦେଲା ଆରି ପାର୍ତନା ଗରେ ସିକିଆ ଦେଲା ।
ଆରି ଗାଲିଲିର୍ ସବୁଟାନେ ବୁଲି ବୁଲି ସେମନର୍ ସବୁ ପାର୍ତନା ଗରେ, ମାପ୍ରୁର୍ କାତା ସୁନାଇଲା, ଆରି ଡୁମା ଦାର୍ଲା ଲକ୍ମନ୍କେ ଚାଡାଇଲା ।
ଆରି ଜଅନ୍ ବଡିକରି ଆତ୍ମାଇ ବପୁ ଅଇଲା ଆରି ଲକ୍ମନର୍ ଟାନେ ଜାନାଇ ନ ଅଇକରି କିନରା ଜାଗାମନ୍କେ ରଇତେ ରଇଲା । ପଚେ ସେ ଇସ୍ରାଏଲର୍ ଲକ୍ମନର୍ଟାନେ ବାକିଅ ସୁନାଇବାର୍ ଦାର୍ଲା ।
ଦିନେକ୍ ଜିସୁ ମନ୍ଦିରେ ଲକ୍ମନ୍କେ ମାପ୍ରୁର୍ ନିମାନ୍ କାତାର୍ ସିକିଆ ଦେଇତେରଇଲା । ସେବେଲାଇ ମୁକିଅ ପୁଜାରିମନ୍, ନିୟମ୍ ସିକାଇଦେବା ଲକ୍ମନ୍ ଆରି ପାର୍ଚିନ୍ମନ୍ ଜିସୁର୍ ଲଗେ ଆସି ପାଚାର୍ଲାଇ ।
“ମାପ୍ରୁର୍ ଆତ୍ମା ମର୍ ସଙ୍ଗ୍ ଆଚେ, ତେବର୍ପାଇ ନଇଲା ମଇଲା ଲକ୍ମନର୍ଟାନେ ସୁବ୍ କବର୍ ଜାନାଇବାକେ, ପର୍ମେସର୍ ମକେ ବାଚିକରି ପାଟାଇଲା, ବନ୍ଦି ଗରେ ରଇବା ଲକ୍ମନ୍କେ ମୁକ୍ଲାଇବାକେ, କାଣା ଲକ୍ମନ୍କେ ଦେକାଇବା ବିସଇ ଜାନାଇବାକେ ଆରି ଦୁକର୍ ଲକ୍ମନ୍କେ ମୁକ୍ଲାଇବାକେ,
ତେଇଅନି ସିସ୍ମନ୍ ଜାଇକରି ଗାଉଁ ଗାଉଁ ବୁଲି ଗୁଲାଇ ଜାଗାଇ ସୁବ୍ କବର୍ କଇ କଇ ଆରି ଜର୍ଦୁକାର୍ ଲକ୍ମନ୍କେ ନିମାନ୍ କର୍ବାର୍ ଦାର୍ଲାଇ ।
ନାଜରିତର୍ ଜିସୁର୍ ବିସଇ ଆରି ପରମେସର୍ ତାକେ କେନ୍ତି ସୁକଲ୍ ଆତ୍ମା ଆରି ବପୁ ପୁରାପୁରୁନ୍ ଦେଇରଇଲା, ସେଟା ଜାନୁସ୍ । ଆରି ଜାନିଆଚୁସ୍, ସେ ସବୁ ବାଟେ ଜାଇ ନିକନିକ କାମ୍ମନ୍ କରିରଇଲା । ସଇତାନର୍ ବାନ୍ଦନେ ରଇଲା ଲକ୍ମନ୍କେ ମୁକ୍ଲାଇଲା । କାଇକେବଇଲେ ପରମେସର୍ ତାର୍ ସଙ୍ଗ୍ ରଇଲା ।
ଆମର୍ ଆନିଦାଦିମନକେ ପର୍ମେସର୍ କାତା ଦେଇରଇଲା ଇସାବେ ଆମେ ତମ୍କେ ଏ ସୁବ୍ କବର୍ ଜାନାଇଲୁନି ।
ଆରି କବର୍ ନେଉକେ ନ ପାଟାଇଲେ କେନ୍ତି ଜାନାଇସି ? ଏ ବିସଇ ସାସ୍ତରେ ଲେକା ଆଚେ “ସୁବ୍କବର୍ ଜାନାଉମନ୍ ଆଇବାଟା, କେଡେ ସାର୍ଦାର୍ କାତା !”