45 ତମେ ମକେ ଚୁମାସ୍ନାଇ, ମାତର୍ ମୁଇ ବିତ୍ରେ ଆଇଲା ବେଲେଅନି ଏ ମର୍ ପାଦେ ଚୁମି ଚୁମି, ତାକେନାଇ ।
ବିସ୍ବାସେ ବିସ୍ ଦେଉ ଜିଉଦା ସେମନ୍କେ ଜାନାଇ ରଇଲା । ସେ ସେମନ୍କେ କଇରଇଲା ମୁଇ ଜନ୍ ଲକ୍କେ ଚୁମ୍ବି ତାକେ ତମେ କଜ୍ଲାସ୍ନି, ତାକେ ଦାରା ।
ତମର୍ ବିତ୍ରର୍ ଆଲାଦ୍ ଦେକାଇକରି ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ଜୁଆର୍ବେଟ୍ ଉଆ । କିରିସ୍ଟର୍ ସବୁ ମଣ୍ଡଲି ତମ୍କେ ଜୁଆର୍ ଜାନାଇଲାନି ।
ଇତିର୍ ବାଇବଇନିମନ୍ ସବୁ ତମ୍କେ ଜୁଆର୍ ଜାନାଇଲାଇନି । ତମର୍ ତମର୍ ବିତ୍ରେ ଆତେ ଦାରାଦାରି ଅଇ କିରିସ୍ଟର୍ ଆଲାଦେ ସାଲାମ୍ କରି ଜୁଆର୍ବେଟ୍ ଉଆ ।
ଏ ବାବାମନ୍, ପିଲାମନ୍କେ ରିସା କରାଆ ନାଇ । ତାର୍ ବାଦୁଲେ ସେମନ୍କେ ମାପ୍ରୁର୍ ବାକିଅ ଇସାବେ ସିକାଇକରି ବଡାଆ ।
ସବୁ ବାଇମନ୍କେ ସୁକଲ୍ ରଇ, ଆତେ ଦାରି ଜୁଆର୍ କରା ।