42 ରୁନ୍ ବାନ୍ଦ୍ବାକେ ସେମନ୍କେ କାଇଟା ନ ରଇଲାଜେ, ସାଉକାର୍ ଦୁଇଲକର୍ ଜାକ ରୁନ୍ ଚାଡିଦେଲା । ତେବେ ସେମନର୍ ବିତ୍ରେ କେ ତାକେ ବେସି ଆଲାଦ୍ କର୍ସି ?”
ରାଜା ତାକେ ଦୟା କଲା । ତେବର୍ପାଇ ତାକେ କେମା କରି ରୁନ୍ ନ ବାନ୍ଦାଇ ଚାଡିଦେଲା ।
ରାଜା ବେସି ରିସା ଅଇଗାଲା ଆରି ସବୁ ଜାକ ରୁନ୍ ନ ସୁଜ୍ବା ଜାକ ଡଣ୍ଡ୍ ପାଅ ବଲି ତାକେ ବନ୍ଦି ଗରେ ପାଟାଇ ଦେଲା ।
ଆମର୍ ବିରଦେ ଦସ୍ କରିରଇବା ଲକ୍ମନ୍କେ ଆମେ ଜେନ୍ତାର୍ କେମା କଲୁନି, ସେନ୍ତାରି ଆମର୍ ସବୁ ଦସ୍ କେମା କରା ।
ସିମନ୍ କଇଲା, “ମୁଇ ବାବ୍ଲିନି, ସାଉକାର୍ ଜାକେ ଅଦିକ୍ ରୁନ୍ ଚାଡିଦେଲା, ସେ ।” ଜିସୁ ତାକେ କଇଲା, “ତମେ ଟିକ୍ ବିଚାର୍ କଲାସ୍ ।”
ମାତର୍ ପରମେସର୍ କିରିସ୍ଟ ଜିସୁର୍ତେଇଅନି ଇନାମେ ନ ସାର୍ବା ଜିବନ୍ ଦୁକାନି ଦାନ୍ କଲାଆଚେ । ଜନ୍ ଲକ୍ମନ୍ ସେଟା ମିଲାଇଆଚତ୍, ସେମନ୍କେ ମାପ୍ରୁ ଜିସୁ ମୁକ୍ତି ଦେଇସି । ସେମନ୍ ପରମେସରର୍ ମୁଆଟେ ଦରମ୍ ଲକ୍ ବଲାଇ ଅଇବାଇ ।
ଆମ୍କେ କେ ମିସା ଆକାସାକା ନ ରଇଲା ବେଲେ, ପରମେସର୍ ଟିକ୍ କଲା ବେଲାଇ କିରିସ୍ଟ ପାପିମନର୍ ପାଇ ମଲା ।
ଜନ୍ ଲକ୍ମନ୍ ରିତିନିତିର୍ ନିୟମ୍ ମାନ୍ଲୁନି ବଲି ବଡ୍ପନ୍ ଅଇବାଇ, ସେମନ୍ ସାଇପ୍ ପାଇବାଇ । କାଇକେ ବଇଲେ ଦରମ୍ସାସ୍ତରେ ଲେକାଆଚେ, “ମସାର୍ ନିୟମ୍ ବଇଟାନେ ଜାଇଟା ସବୁ ଲେକାଅଇଲା ଆଚେ, ଜଦି କେ ସେଟା ପୁରାପୁରୁନ୍ ନ ମାନେ, ସେ ପରମେସରର୍ ସାଇପ୍ ପାଇସି ।”
କିରିସ୍ଟ ବନି ଜରାଇ ମଲାର୍ପାଇ ଆମେ ମୁକ୍ତି ପାଇଆଚୁ ଆରି ଆମର୍ ସବୁଜାକ ପାପ୍ କେମା ଅଇଲା ଆଚେ । ପର୍ମେସର୍ ଜିବନ୍ ଦୁକାଇଲାଟା କେଡେ ବଡ୍ ବିସଇ !
ତାର୍ ବାଦୁଲେ ତମର୍ ତମର୍ ବିତ୍ରେ ମାନାମାନି ଅଇକରି ଆଲାଦ୍ ସଙ୍ଗ୍ ଦରମ୍ ଅଇ ରୁଆ । ଜେନ୍ତିକି କିରିସ୍ଟର୍ ଲାଗି ପର୍ମେସର୍ ତମ୍କେ କେମା କରିଦେଲା ଆଚେ । ତମେମନ୍ ମିସା ସେ ରକାମ୍ ନିଜର୍ ନିଜର୍ ବିତ୍ରେ କେମା କରାକରି ଉଆ ।
ତମର୍ ତମର୍ ବିତ୍ରେ ଦସ୍ ଦାରାଦାରି ଅଇ ବୁଲ୍କଲେ କେମା ଦିଆଦିଇ ଉଆ । ବିନ୍ ଲକର୍ ବିରଦ୍ କାତା ରଇଲେ ମୁର୍ଚିକରି କେମା ଦିଆଦିଇ ଉଆ । ମାପ୍ରୁ ତମ୍କେ କେମା ଦେଲାପାରା ତମର୍ ବିତ୍ରେ କେମା କରାକରି ଉଆ ।