36 ଆରି ପାରୁସିମନର୍ ବିତ୍ରେଅନି ଗଟେକ୍ ଲକ୍ ଜିସୁକେ କାଇବାକେ ଡାକ୍ଲା । ତେଇ ଜିସୁ ପାରୁସିର୍ ଗରେ ଜାଇକରି କାଇବାକେ ବସ୍ଲା ।
ଜିସୁ କାତା କଇସାରାଇଲା ପଚେ ଗଟେକ୍ ପାରୁସିଲକ୍ ତାକେ ନିଜର୍ ଗରେ କାଇବାକେ ଡାକ୍ଲା, ଆରି ଗରେ ବସାଇଲା ।
ତରେକ୍ ଜିସୁ ବିସ୍ରାମ୍ବାରେ ବଜି କାଇବାକେ ଗଟେକ୍ ପାରୁସି ନେତାର୍ ଗରେ ଗାଲା । ଆରି ସେମନ୍ ଜିସୁକେ କାଇଆଲେ ବୁଲ୍ ଦାର୍ବାକେ ଆଁକିମରାଇ ଦେକ୍ତେ ରଇଲାଇ ।
ପର୍ମେସର୍ ପାଟାଇରଇବା ନର୍ପିଲା ମୁଇ ଆସି କିଆପିଆ କଲିନି, ଆରି ତମେମନ୍ କଇଲାସ୍ନି, ଦେକା ଅ ! ଏ ଗଟେକ୍ କାଉରାଟା ଆରି ମଦୁଆଟା, ସିସ୍ତୁମାଙ୍ଗୁମନର୍ ଆରି ପାପିମନର୍ ମଇତର୍ ।
ମାତର୍ ଜନ୍ଲକ୍ମନ୍ ପର୍ମେସରର୍ ଗିଆନ୍ ମାନ୍ବାଇ, ସେମନର୍ଟାନେ ମାପ୍ରୁ ସତ୍ ଇସାବେ ଡିସ୍ସି ।”
ଆରି ଦେକା, ସେ ନଅରେ ଗଟେକ୍ ପାପି ମାଇଜି ରଇଲା । ଜିସୁ ପାରୁସିର୍ ଗରେ କାଇବାକେ ବସିଆଚେ ବଲି ଜାନିକରି, ସେ ଗଟେକ୍ କଣ୍ଡିତେଇ ବାସ୍ନା ଚିକନ୍ ଆନ୍ଲା ।