11 ତେଇଅନି ଜିସୁ ନାଇନ୍ ନାଉଁର୍ ନଅରେ ଗାଲା । ତାର୍ସଙ୍ଗ୍ ସିସ୍ମନ୍ ଆରି ଲକ୍ମନ୍ ବେସି ଜାଇତେରଇଲାଇ ।
ଆରି ଜିସୁକେ ଡାକ୍ବାକେ ଜାଇରଇଲା ଲକ୍ମନ୍ ଗରେ ବାଉଡି ଆସି ଗତିଦାଙ୍ଗ୍ଡା ନିକ ଅଇରଇବାଟା ଦେକ୍ଲାଇ ।
ସେ ନଅରର୍ ଦୁଆର୍ଲଗେ କେଟୁ କେଟୁ, ଏଦେ ଦେକା ! ଲକ୍ମନ୍ ଗଟେକ୍ ମଲା ଲକ୍କେ ବଇଆନ୍ତେ ରଇଲାଇ । ସେ ନିଜର୍ ମାଆର୍ ଗଟେକ୍ ସେ ପିଲା, ଆରି ସେ ମାଇଜି ରାଣ୍ଡିଟା । ନଅରର୍ ବେସିଲକ୍ମନ୍ ତାର୍ ସଙ୍ଗ୍ ରଇଲାଇ ।
ନାଜରିତର୍ ଜିସୁର୍ ବିସଇ ଆରି ପରମେସର୍ ତାକେ କେନ୍ତି ସୁକଲ୍ ଆତ୍ମା ଆରି ବପୁ ପୁରାପୁରୁନ୍ ଦେଇରଇଲା, ସେଟା ଜାନୁସ୍ । ଆରି ଜାନିଆଚୁସ୍, ସେ ସବୁ ବାଟେ ଜାଇ ନିକନିକ କାମ୍ମନ୍ କରିରଇଲା । ସଇତାନର୍ ବାନ୍ଦନେ ରଇଲା ଲକ୍ମନ୍କେ ମୁକ୍ଲାଇଲା । କାଇକେବଇଲେ ପରମେସର୍ ତାର୍ ସଙ୍ଗ୍ ରଇଲା ।