ଲୁକ୍ 6:41 - ସତିଅର୍ ବାଟ୍ ନୁଆ ନିୟମ୍ 202041 “ଆରି କାଇକେ ତମର୍ ବାଇର୍ ଆଁକିଟାନେ ରଇବା ସାନ୍ କାଚ୍ରା ଦେକ୍ଲାସ୍ନି ? ମାତର୍ ତମର୍ ନିଜର୍ ଆଁକିଟାନେ ଜନ୍ ବଡ୍ କାଚ୍ରା ଆଚେ, ସେଟା ବାବିଦେକାସ୍ନାଇ । အခန်းကိုကြည့်ပါ။ |
ତମେ ନିଜର୍ ଆଁକିଟାନେ ରଇବା ବଡ୍ଟା କାଚ୍ରା ନ ଦେକିକରି, ନିଜର୍ ବାଇର୍ ଆଁକି ଟାନେ ରଇବା ସାନ୍ କାଚ୍ରା ଦେକି କେନ୍ତି କଇପାରାସ୍, ଆଉ ବାଇ ତମର୍ ଆଁକିଅନି କାଚ୍ରା ବାର୍କରାଇଦେବି ? ଏ କୁଟିଆଲ୍ମନ୍, ପର୍ତୁମ୍ ନିଜର୍ ଆଁକିଅନି କାଚ୍ରା ବାର୍କରାଇପାକା, ତାର୍ପଚେ ନିଜର୍ ବାଇର୍ ଆଁକିଟାନେ ରଇବା କାଚ୍ରା ସବୁ ବାର୍କରାଇବାକେ, ନିକକରି ଦେକିପାରାସ୍ ।”